ମିଶ୍ରଣ ପର୍ବ ଅନୁଷ୍ଠିତ
ବିଷୟ ____ ଭାଜପା ନେତା ଅମୀୟ ମଲ୍ଲିକଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞାୟତର ଅନ୍ୟଦଳର
ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି।ପ୍ରୀତିପୁର ଭାଜପା କାର୍ଯ୍ୟଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ସାତ ନମ୍ବର ପ୍ରଭାରି ଅଜୟ କୁମାର ରାଉତ ଓ ଜିଲ୍ଲା ଉପସଭାପତି ସଞ୍ଜୟ ନାୟକଙ୍କ ଉପସ୍ଥିତିରେ ଅସନପୁର ପଞାୟତର ବହୁ କର୍ମୀ ଭାଜପାରେ ସାମିଲ ହୋଇଥିଲେ।ଓ ପ୍ରୀତିପୁର ପଞାୟତର ବହୁ କର୍ମୀ ମଧ୍ୟ ଭାଜପାରେ ସାମିଲ ହୋଇଥିଲେ। ଯେଉଁମାନେ ମିଶିଲେ ସେମାନଙ୍କୁ ଜଳୀୟ ଟୋପି ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ମିଶିଲେ ବୋଲି ପ୍ରକାଶ କରିଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ