ଗୋପବନ୍ଧୁ ବଜାର ସ୍ଥିତ ଡଙ୍କୁ ଣିଆ ସାହି ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ

ଢେଙ୍କାନାଳ ଗୋପବନ୍ଧୁ ବଜାର ସ୍ଥିତ ଡଙ୍କୁ ଣିଆ ସାହି ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ ଆବାହନ । ମା ଙ୍କର ସୋଳଶ ଉପଚାର ପୂଜା । ଶ୍ରୀ ସୁକ୍ତ ରେ ଆହୁତି ଓ ବିଭିନ୍ନ ଭୋଗ ରାଗ ଲାଗିବା ଅର୍ନ୍ ଧୂପ ଲାଗି କରାଯାଇଥିଲା ।

ପ୍ରତେକ ଦିନ ସନ୍ଧ୍ୟାରେ ଆଳତି ରାତ୍ର ଅର୍ନ ଧୂପ ଲାଗି କରାଯିବ । ସଞ୍ଜିପ କର ପୂଜା ଅର୍ଚ୍ଚନା କରିଥିଲେ। କର୍ତ୍ତା ଅନନ୍ତ ମଲିକ ସଭାପତି ବିଜୟ ସାହୁ ସମ୍ପାଦକ ସରୋଜ ମଲିକ ଓ କମିଟିର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା ।

Recent Post

Live Cricket Update

You May Like This

× How can I help you?