Search
Close this search box.

ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଓ ସହାୟତା ପ୍ରଦାନ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ  ନିର୍ଦ୍ଦେଶକ୍ରମେ ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଓ ସହାୟତା ପ୍ରଦାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ପଠାଯାଇଛି।

 

କୋରାପୁଟର ଯାତ୍ରୀ ଓ ସମ୍ପର୍କୀୟମାନେ ସହାୟତା ନିମନ୍ତେ: ୯୯୩୭୮ ୨୪୭୫୨ ନମ୍ବରରେ ଯୋଗାଯୋଗ କରିପାରିବେ।

Recent Post

Live Cricket Update

× How can I help you?