ଆଜି ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥା ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପାଖରେ ଥିବା ୧୩୨ କେ.ଭି ବିଦ୍ୟୁତ୍ ଖୁଣ୍ଟ ରେ ଚଢି ୧ ଘଣ୍ଟା ରୁ ଉର୍ଦ୍ଧ ସେଠାରେ ବିଭିନ୍ନ କୌଶଳ ଦେଖାଇ ତଳକୁ ଓହ୍ଲାଉ ଥିବା ସମୟରେ କିପରି ବିଦ୍ୟୁତ୍ ଆଘାତରେ ଖସିପଡିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ତାହାର ଲାଇଭ୍ ଭିଜୁଆଲ୍ ଟି ଆମର ହସ୍ତଗତ ହୋଇଛି l