ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର
ନନ୍ଦିପୁର,ପ୍ରିତିପୁର, ଅଳକୁଣ୍ଡ ପଞାୟତରେ ଏକ ଗୋଠଛଡା ବଣୁଆ ହାତୀ ପ୍ରବେଶ କରି ଚାଷଜମି ସହ ଗାଁ ଗାଁ ରେ ବୁଲୁଥିବାରୁ ବିଂଝାରପୁର ତହସିଲଦାର କୈଳାସ ମହାଳିକ ଓ ଅଳକୁଣ୍ଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଦାଶ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ସର୍ତ୍ତକ ରହିବାକୁ ନିବେଦନ କରୁଛନ୍ତି।
ବ୍ୟୁ୍ରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ