Search
Close this search box.

ବଣୁଆ ହାତୀର ଆତଙ୍କ

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର
ନନ୍ଦିପୁର,ପ୍ରିତିପୁର, ଅଳକୁଣ୍ଡ ପଞାୟତରେ ଏକ ଗୋଠଛଡା ବଣୁଆ ହାତୀ ପ୍ରବେଶ କରି ଚାଷଜମି ସହ ଗାଁ ଗାଁ ରେ ବୁଲୁଥିବାରୁ ବିଂଝାରପୁର ତହସିଲଦାର କୈଳାସ ମହାଳିକ ଓ ଅଳକୁଣ୍ଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଦାଶ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ସର୍ତ୍ତକ ରହିବାକୁ ନିବେଦନ କରୁଛନ୍ତି।

ବ୍ୟୁ୍ରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This

× How can I help you?