ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେଙ୍କାନାଳ ରେ ଆଜି ନୂଆ-ଓ,”ଯୁବ ଓଡିଶା” “ନବୀନ ଓଡ଼ିଶା” ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ମୋନୋ ଏକ୍ସନ ଏବଂ ଷ୍ଟାଣ୍ଡଅଫ କମେଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଥିବା ଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଡ଼ଃ ରାମଚନ୍ଦ୍ର ମଲ୍ଲ ଉତ୍ସାହିତ କରିଥିଲେ। ନୋଡାଲ ଅଫିସର ଅଧ୍ୟାପିକା ଲିନା ଗନ୍ତାୟତ, ଅଧ୍ୟାପିକା ପ୍ରଜ୍ଞାପରମିତା ମାଝି ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ।
