ଓଡିଶା ସାରା ରାଜ୍ୟରେ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ବନ୍ଦ ଡାକରା କରୁଥିବାବେଳେ ଗୋଲାମୁଣ୍ଡା ଉପ ଡା କଘର ସ୍ମୁଖରେ ରାମଚନ୍ଦ୍ର ନାଇକ ଙ୍କ ନେତୃତ୍ୱ ରେ ଗୋଲାମୁଣ୍ଡା ଅଧିନସ୍ତ g. D. S କର୍ମ ଚାରି ମାନେ ଧାରଣାରେ ଅଂଶ ଗ୍ରହଣ କରି ଭାରତ ସରକାର ଆମ୍ମାନଙ୍କୁ ଅନ୍ୟାୟ ଅତ୍ୟାଚାର କରୁଛନ୍ତି ବୋଲି ଏକ ଲିଖିତ pamplet ଦେ ଖାଇ ଧାରଣରେ ସୋଲଗାନ୍ମ ମାନ ଦେଇଥିଲେ ଗ୍ରାମୀଣ ଡାକସେବକ ଙ୍କୁ ଆଠ ଘଣ୍ଟା ସ୍ଥିର କରାଯାଉ.
ପେନସନ ଦାବି. ପାଞ୍ଚ ଲକ୍ଷ ସ୍ଵାଥ୍ୟ ବୀମା ପ୍ରତି ବାର ବର୍ଷରେ ପଦ୍ନୋତିନତୀ ଦାବିନେଇ ବନ୍ଦ ଡାକରା କରିଥିଲେ ଓ ଭାରତ ସରକାର ଙ୍କୁ ଅନ୍ୟା ୟ ଓ ଅତ୍ୟାଚାର କରୁ ଛନ୍ତି ବୋଲି ନି ନ୍ଦା କରିଥିଲେଅନିଦ୍ଧିଷ୍ଟ କାଳ ପାଇଁ ଡାକରା ଦେଇଧାରଣା ବସିଥିବାର ଦେଖିବାକୁମିଳିଥିଲା ଡାକ କାଯ୍ୟ କୁବା ଧାଦେଇ ଥିଲେ ଅନସନ ଜାରି ରଖି ଛନ୍ତି
ଧର୍ମଗଦୁପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିଉଜ