ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁ ଗତ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର କୁ ୩୧ ତମ ଜିଲ୍ଲା ଭାବେ ୨୦୨୩ ଡିସେମ୍ବର ସୁଦ୍ଧା ନିଶ୍ଚିତ କାର୍ଯ୍ୟ କାରୀ ହେବ ବୋଲି ଘୋଷଣା କରିଥିଲେ। କେବଳ ସ୍ଥାନ ଚିହ୍ନଟ ଏବେ ADM ନିଯୁକ୍ତି କରି ପଦ୍ମପୁର ବାସୀଙ୍କୁ ଲଳିପପ ଦେଇ ଠକି ଦେଲେ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବରଗଡ଼ ଜିଲ୍ଲା ସ୍ଥାନରେ ପଦ୍ମପୁର ଲେଖି ଅଭିନବ ଉଦ୍ୟମ ଅଞ୍ଚଳରେ ଚର୍ଚ୍ଚା ର ପ୍ରସଙ୍ଗ ହୋଇଛି।ତେବେ ଦେଖାଯାଉ ପଦ୍ମପୁର ପ୍ରତି ସରକାର ଙ୍କ ବେମାତୃକ ଭରା କାର୍ଯ୍ୟ କୁ ନେଇ ପଦ୍ମପୁର ବାସୀ କଡ଼ା ଟକ୍କର ସହ ସମାଲୋଚନା କରି ରାଜବୋଡା ସମ୍ବର କୃଷକ ସଂଗଠନ ତରଫରୁ ଚେତାବନୀ l ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.