ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡ଼ବସୁଲ ପଞ୍ଚାୟତ ରେ କଳାହାଣ୍ଡି ଉତ୍ସବ ଘୁମୁରା 2024 ପାଳିତ ହୋଇଯାଇଅଛି, ଏହି ଉତ୍ସବ ବଡ଼ବସୁଲ ପଞ୍ଚାୟତ ର ସରପଞ୍ଚ ଶ୍ରୀ ମୁକୁନ୍ଦ ଶବର ଙ୍କ ଉଦ୍ୟମରେ ଧୁମ ଧାମରେ ପଞ୍ଚାୟତ ଅଫିସ ରେ ପାଳନକରାଯାଇଅଛି, ଏହି ଉତ୍ସବରେ ମୁଖ୍ୟଅତିଥି, ଧର୍ମଗଡ଼ ବ୍ଲକ ଅଧ୍ୟାଖ୍ୟା ଶ୍ରୀମତୀ ବବିତା ପଟ୍ଟଯୋଶୀ, ସାନମାନୀୟ ଅତିଥି ଶ୍ରୀ ରାଜେନ୍ଦ୍ର ଦୁରିଆ, ଚୈର ମ୍ୟାନ ପ୍ରତିନିଧି ଶ୍ରୀ ମନୋଜ ପଟ୍ଟଯୋଶୀ, ନାଏବ ସରପଞ୍ଚ ଶ୍ରୀମତୀ ମନୋରମା ମେହେର ଉପସ୍ଥିତ ରହି କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରିଥିଲେ, ଏଥିରେ ପଞ୍ଚାୟତ ର ପ୍ରତେକ ୱାର୍ଡ ର ସଭ୍ୟ ସଭ୍ୟା ଉପସ୍ଥିତ ରହି ଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ମଞ୍ଚ ପରିଚାଳନା କରିଥିଲେ ସମାଜ ସେବି ଶ୍ରୀ ଚତୁର୍ଭୁଜ ତାଣ୍ଡି ଓ ସୁନ୍ଧର ଭାବରେ ପଞ୍ଚାୟତ ବାସି ସହଯୋଗ କରି ଉପସ୍ଥିତ ରହି କଳାହାଣ୍ଡି ଉତ୍ସବ ଘୁମୁରା 2024 ଧର୍ମଗଡ଼ ରେ ପ୍ରଥମ ପଞ୍ଚାୟତ ବଡ଼ ବସୁଲ ପାଳନ କରିଥିବାରୁ ବହୁତଖୁସି ଅନୁଭଵ କରୁଥିଲେ, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ
/ January 20, 2025
No Comments