କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଉଜାଙ୍ଗ ସ୍ଥିତ ସ୍ବର୍ଗତ ଶିକ୍ଷାବିତ ସମାଜସେବୀ ପରୋପକାରୀ ମୁରଲିଧର ମହାନ୍ତିଙ୍କର ଦ୍ଵାଦଶ ବାର୍ଷିକ ଶ୍ରାଦ୍ଧ ଓ ସ୍କୁତି ଶ୍ରଦ୍ଧାଞ୍ଜଳୀ ଏବଂ ସ୍କୁତିସମ୍ଭାର ପତ୍ରିକା ଲୋକାର୍ପଣ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ
ଉଦଘାଟକ ଭାଭେ କେନ୍ଦ୍ରାପଡ଼ା ଜିଲ୍ଲା CT DSP ଜ୍ୟୋତିରଞନ
ସାମନ୍ତରାୟ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଭୁବନେଶ୍ଵର ସ୍ଥିତ କୃଷି ବୈଷୟିକ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଓ ନିର୍ଦ୍ଦେଶକ ଡକ୍ତର ବିକାଶ ପଣ୍ଡା, ଭୁବନେଶ୍ୱରର ବଳିଷ୍ଠ ସାମ୍ବାଦିକ ନିମାଇଁ ଚରଣ ଦାସ, ଢେଙ୍କାନାଳ ପ୍ରମେୟର ଜିଲ୍ଲା ପ୍ରତିନିଧି ଶ୍ରୀବାସ ନାୟକ, ଶିକ୍ଷାବିତ ମୁରଲିଧର ସ୍କୁତି ସଂସଦର ପୃଷ୍ଠପୋଷକ ଶିକ୍ଷାବିତ ରାହାସବିହାରୀ ମହାନ୍ତି ପ୍ରମୁଖ ଯୋଗଦେଇ ସାମ୍ବାଦିକ, ସମାଜସେବୀ, ଅଭିନେତା, ସଂଗ୍ରାହକ ସରୋଜ କୁମାର ସାହୁଙ୍କୁ ସମ୍ମାନିତ କରିଛନ୍ତି।