ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭାରି ଯାନ ପରିବହନ ସୁରକ୍ଷାରେ ଉନ୍ନତି ଲାଗି ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ

ଏହି ପ୍ରଯୁକ୍ତିର ଉପଯୋଗ ଦ୍ଵାରା ଭାରି ଯାନ ସଂଖ୍ୟା ୫୦%କୁ ହ୍ରାସ ସହ କାର୍ବନ ନିର୍ଗମନ ମଧ୍ୟ ହ୍ରାସ ପାଇଛି

ଭୁବନେଶ୍ୱର, ଅକ୍ଟୋବର ୧୧, ୨୦ ୨୪: ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ (ଟି ଏସ୍ଏମ୍) ପକ୍ଷରୁ “କନେକ୍ଟେଡ୍ ଭେଇକିଲ୍ ପ୍ଲାଟଫର୍ମ ଓ ଭେଇକିଲ୍ ୩୬୦ କମାଣ୍ଡ ଏଡ୍ ସଂଟର” ଜରିଆରେ ଉଲ୍ଲେଖନୀୟ ସୁରକ୍ଷା ମାଇଲଖୁଟ ହାସଲ କରାଯାଇଛି । ଏହି ଅତ୍ୟାଧୁନିକ ଡିଜିଟାଲ୍ ବ୍ୟବସ୍ଥା ଭାରି ଯାନ ଚଳାଚଳକୁ ନିୟନ୍ତ୍ରଣ କରୁଛି ଯାହା ପ୍ଲାଣ୍ଟ ପରିଚାଳନାରେ ସୁରକ୍ଷା ଓ ଦକ୍ଷତାରେ ଉନ୍ନତି ପାଇଁ ଟିଏସ୍ଏମ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଟିଏସ୍ଏମ୍ ପକ୍ଷରୁ ଦୈନିକ ୧୦୦୦ରୁ ଊର୍ଦୁ ଭାରି ଯାନ ଓ ଆର୍ଥ ମୁã” ଉପକରଣ ଚଳାଚଳର ତଦାରଖ କରାଯାଏ । ଗାଡ଼ିଗୁଡ଼ିକର ବାସ୍ତବ ସ୍ଥିତି ଜାଣିବା ଓ ସେଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଦୀର୍ଘଦିନରୁ ରହିଥିବା ସମସ୍ୟାକୁ ଏହି ପ୍ଲାଟଫର୍ମ ମାଧ୍ୟମରେ ସମାଧାନ କରାଯାଇପାରିଛି । ପୂର୍ବରୁ ସୀମିତ ଯୋଗାଯୋଗ, ସୁରକ୍ଷା ପାଂଚରେ ଅବ୍ୟବସ୍ଥା ଓ ନିୟମ ଭଲଂଘନ ମାମଲାଗୁଡ଼ିକର ଫଇସଲାରେ ବିଳମ୍ବ ଯୋଗୁଁ ଦକ୍ଷତାର ଅଭାବ ଦେଖାଦେବା ସହ ସମ୍ଭାବ୍ୟ ସୁରକ୍ଷା ବିପଦ ରହୁଥୁଲା।

  • କନେକେଡ୍ ଭେଇକିଲ୍ ପ୍ଲାଟଫର୍ମ” ଏକ ସୁବ୍ୟବସ୍ଥିତ ପ୍ରଣାଳୀ ଯାହା ” ୫ଜି” ଉପଯୋଗ ମାଧ୍ୟମରେ ସମସ୍ତ ରେଳ ଓ ସଡ଼କ ଚଳାଚଳର ୩୬୦° ଦୃଷ୍ଟିକୋଣ ପ୍ରଦାନ କରି ପରିବହନର ତଦାରଖ ପାଇଁ ବ୍ୟାପକ ସମାଧାନ ପ୍ରଦାନ କରୁଛି । ଏହା ବିଭିନ୍ନ ସ୍ଥାନରୁ ସୂଚନା ସଂଗ୍ରହ କରିବା, ଏଆଇ ଓ ଆଇଓଟି-୨ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ତଥ୍ୟ ହାସଲ କରିବା, ଅବ୍ୟବସ୍ଥିତ ସ୍ଥିତି ପାଇଁ ସଂମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା, ଏପିଆଇ-୩ ଜରିଆରେ ବିଭିନ୍ନ ପ୍ଲାଟଫର୍ମକୁ ଯୋଡ଼ିବା ଏବଂ ପ୍ରାପ୍ତ ତଥ୍ୟକୁ ବ୍ୟବହାର କରି ବିଭିନ୍ନ କାର୍ଯ୍ୟପନ୍ଥାକୁ ପରିଚାଳନା କରିବାରେ ଏହା ସହଯୋଗ କରୁଛି ।

ଏହି ବ୍ୟବସ୍ଥା ସମ୍ପର୍କରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି (ଅପରେସନ୍ସ) ଉତ୍ତମ ସିଂହ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଆମେ ଏକ ସୁରକ୍ଷିତ ଓ ଅଧ‌ିକ କାର୍ଯ୍ୟ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଆମ ” କନେକ୍ଟେଡ ଭେଇକିଲ୍ ପ୍ଲାଟଫର୍ମ” ବାସ୍ତବ ସମୟ ସ୍ଥିତି ଓ ଭାରି ଯାନ ପରିଚାଳନା ଉପରେ ନିୟନ୍ତ୍ରଣ ପ୍ରଦାନ କରି ମାଲ ପରିବହନ ଦିଗରେ ବୈପ୍ଲବିକ ପରିବର୍ତନ ଆଣିଛି । ଡିଜିଟାଲ୍ ରୂପାନ୍ତରଣ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିଥିବା ବେଳେ ନିୟମ ଅବମାନନା ସ୍ଥିତି କମ କରିଛି ଏବଂ ଲଜିଷ୍ଟିକ ପାଇଁ ଆବଶ୍ୟକ ଗାଡ଼ି ସଂଖ୍ୟାରେ ୫୦% ହ୍ରାସ କରିଛି ଯାହା ଫଳରେ ଆମର କାର୍ବନ୍ ନିର୍ଗମନ ମାତ୍ରା କମ୍ ହୋଇଛି । ଏହି ବ୍ୟବସ୍ଥା ସ୍ଥାୟିତ୍ଵ ଓ ଦାୟିତ୍ବବାନ ପରିଚାଳନା ଦିଗରେ ପ୍ରମାଣ ।

ଏହା ମାଧ୍ୟମରେ ଆଇଓଟି ବ୍ୟବହାର କରି ସୁରକ୍ଷା ଯନ୍ତ୍ରପାତି ଗୁଡ଼ିକର ବାସ୍ତବ ସ୍ଥିତି ନିରୀକ୍ଷଣ କରାଯାଇପାରୁଛି । ଯେପରିକି ସୁରକ୍ଷା ବ୍ୟବସ୍ଥାରେ ସାମିଲ ଥୁବା ଡିଆରସିଏସ୍ ( ଡାଲା ରେଜ୍ କଂଗ୍ରେଲ ସିଷ୍ଟମ୍), ଡିଏଫ୍‌ଏସ୍ଏସ୍ (ଡ୍ରାଇଭର ଫଟିଗ୍ ମନିଟରିଂ ସିଷ୍ଟମ୍), ‘ଆଂ’ଟି ଟିଲ୍‌ଟ ସେନ୍ସର’, ‘ପ୍ରୋବିମିଟି ସେନ୍ସର’, ‘ରେୟାର ଭିଜନ କ୍ୟାମେରା’ ଆଦି ଅନ୍ତର୍ଭୁକ୍ତ । ସେହିପରି ଅତିରିକ୍ତ ସୁବିଧାସୁଯୋଗ ଭାବେ ଏଥିରେ ‘ଜିପିଏସ୍ ଟ୍ରାକିଂ’, ‘କିଏ-ମ୍ୟାଫି’, ‘ଆଁଏଫ୍‌ଆଇଡି ସେର୍ସ’, ‘ଆସେଟ୍ ଅପ୍ତିମାଇଜେସନ’, ‘ସ୍ମାର୍ଟ ଇନର ଏସିଂ’ ଓ ‘ସିଷ୍ଟମ୍ ବେସଡ୍ ସେପ୍ଟି” ବ୍ୟବସ୍ଥା ରହିଛି ।

ସୁରକ୍ଷା ବ୍ୟବସ୍ଥାର ଏକ ସାମଗ୍ରିକ ଦୃଷ୍ଟିକୋଣକୁ ସୁନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ପରିଚାଳନା ବିଭାଗ (କମାଣ୍ଡ ସଂଟର) ଚବିଶ ଘଂଟା କାମ କରବା ସହ ପ୍ଲାଣ୍ଟ ଭିତରେ ଥିବା ସମସ୍ତ ଗାଡ଼ିର ନିରୀକ୍ଷଣ କରୁଛି । ପ୍ରତିଟି ଗାଡ଼ିର ତ୍ରିସ୍ତରୀୟ ସୁରକ୍ଷା ପାଂଚ କରାଯାଉଛି । ଏହି ପ୍ଲାଟଫର୍ମ ଦ୍ୱାରା ବେଗ ଉଲଂଘନ, ଡ୍ରାଇଭର ସତର୍କତା ଓ ଖାଲି ଠିଆ ହୋଇଥିବା ଗାଡ଼ିର ନିରୀକ୍ଷଣ ସମ୍ପର୍କିତ ସମସ୍ୟାରେ ଉନ୍ନତି ଆସିଥିବା ବେଳେ ଭେଣ୍ଡର ବିଲିଂ ପ୍ରକ୍ରିୟାକୁ ସ୍ୱୟଂକ୍ରିୟ ଭାବେ ସଂଗଠିତ କରି ଗାଡ଼ି ଉପ‌ଯୋଗିତା ହାରକୁ ୪୫%ରୁ ବଢ଼ାଇ ୭୫% କରାଯାଇଛି ଏବଂ ମାଲ ପରିଚାଳନାରେ ବ୍ୟବହାର ହେଉଥିବା ଭାରି ଯାନ ସଂଖ୍ୟାରେ ୫୦% ହ୍ରାସ ଘଟିଛି । ପ୍ରତି ଡ୍ରାଇଭରଙ୍କ ସ୍କୋର କାର୍ଡ ନିୟମିତ ସାଂଚ କରାଯାଉଥିବା ବେଳେ ଶ୍ରେଷ୍ଠ ଡ୍ରାଇଭରଙ୍କୁ ପୁରସ୍କୃତ କରାଯାଉଛି ଓ ସୁରକ୍ଷା ଭଙ୍ଗୁ ଘନକାରୀଙ୍କ ଉପରେ ଜରିମାନା ଲାଗୁ କରାଯାଉଛି । ଟ୍ରାଫିକ୍ ଓ ଯାନ ପରିଚାଳନାରେ ଉନ୍ନତି ଆଣି ଏହି ପ୍ଲାଟଫର୍ମ କାର୍ବନ ନିର୍ଗମନ କମ୍ କରୁଛି । “କନେଚେଡ୍ ରେଇକିଲ୍ ପ୍ଲାଟଫର୍ମ” ପ୍ଲାଣ୍ଟର “କନେକେଡ୍ ୱାର୍କଫୋର୍ସ ପ୍ଲାଟଫର୍ମ” କୁ ସହଯୋଗ ପ୍ରଦାନ କରୁଥିବା ବେଳେ ଉଭୟ ଶ୍ରମଶକ୍ତି ଓ ପରିବହନର ସଠିକ ପରିଚାଳନା କରିବାକୁ ଲକ୍ଷ୍ୟ ରଖୁଛି । ଏକ ବ୍ୟାପକ ସୁରକ୍ଷା ପ୍ଲାଟଫର୍ମ କରିଆରେ ଏହି ବ୍ୟବସ୍ଥା ସୁରକ୍ଷାର ସଂସ୍କୃତି ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech

× How can I help you?