ପ୍ରକାଶ ପାଇଲା ୨୦୨୨ OAS ଫଳାଫଳ
ଟପ୍ ଟେନରେ ୫ ମହିଳା ଓ ୫ ପୁରୁଷ
ଶ୍ବତାଶ୍ରୀ ମହାପାତ୍ର ୨୦୨୨ ଓଏଏସ୍ର ଟପ୍ପର, ଦ୍ବିତୀୟ ସ୍ଥାନରେ ଅଛନ୍ତି ପ୍ରିଙ୍କିଲ୍ ପରବିନ୍ ପରିଡ଼ା,
ତୃତୀୟ ସ୍ଥାନରେ ଅଛନ୍ତି ଦୀପ୍ତି ରଞ୍ଜନ ପତି, ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଅଛନ୍ତି ଆଜାଦ କୁମାର ସାହୁ, ଷଷ୍ଠ ସ୍ଥାନରେ ଅଛନ୍ତି ଦୀପମ୍ ରାଉତ, ସପ୍ତମ ସ୍ଥାନରେ ଅଛନ୍ତି ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଅଛନ୍ତି ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ ଅଛନ୍ତି କପିଳ କୁମାର ମହାନ୍ତି, ଦଶମ ସ୍ଥାନରେ ଅଛନ୍ତି ଅମ୍ରିତା ସାହୁ
www.jagratbharatnews.in
- ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ।