ଆଜି ତାରିଖ 20/11/24 ରିଖ ପ୍ରାୟ ଭୋର୍ 4 ଟା ବେଳେ ଅଜଣା ଗାଡ଼ି ଧକ୍କା ରେ ଠାକୁର ମୁଣ୍ଡା ବ୍ଲକ ଅଧିନସ୍ଥ ଚମକପୁର ରେ ଏକ ବାରହା ଯାହାର ଆନୁମାନିକ ଓଜନ ପ୍ରାୟ 2କୁଇଁଣ୍ଟାଲ ହେବା ପ୍ରାଣ ହରାଇଛି,ଏଣୁ ଏହି ବାରହା କୁ ଦେଖିବା ପାଇଁ ସହ ସହ ଗ୍ରାମ ର ଲୋକ ମାନେ ଭିଡ଼ ଜମାଇଥିଲେ।ଚମକପୂର୍ ଗ୍ରାମ ର ନୀଳାମ୍ବର ଦାସ ଯିଏ କି ପ୍ରଥମେ ବାରହା କୁ ଦେଖି ଫରେଷ୍ଟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ,ଫରେଷ୍ଟ ଅଧିକାରୀ ମଧ୍ୟ ଚଞ୍ଚକତା ଦେଖାଇ ସେହି ସ୍ଥାନ ରେ ପହଞ୍ଚି ବାରହା ର ମୃତ ଶରୀର କୁ ଗ୍ରାମ ବାସୀ ଙ୍କ ସହାୟତା ରେ ଉଦ୍ଧାର କରିଥିଲେ।ଏଣୁ ଏହି ବାବଦରେ ବନବିଭାଗ ର କୌଣସି ପ୍ରତିକ୍ରିୟା ମିଳି ପରି ନାହିଁ ।