ଢେଙ୍କାନାଳ: ବରିଷ୍ଠ ନାଗରିକ କ୍ଲବ ଓ ଚିତ ବିନୋଦନ ପାଇଁ ପୌରପାଳିକା ପକ୍ଷରୁ ସ୍ଥାନୀୟ ଗଣେଶ ବଜାର ଗୋପବନ୍ଧୁ ଟାଉନ୍ ହଲ ନିକଟରେ ଏକ ଘର ପୌର ନିର୍ଭାହି ଅଧିକାରୀ ସୁକାନ୍ତ କୁମାର ବେଉରା ଙ୍କ ଉପସ୍ଥିତିରେ ଆଜି ପ୍ରଦାନ କରାଯାଇଥିଲା। ସଭାପତି ପ୍ରହ୍ଲାଦ ତ୍ରୀପାଠୀ ଓ ଅନ୍ୟ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।