ଓଲଟିଲା କୁକୁଡ଼ା ବୋଝେଇ ଗାଡି ,ଚାହୁଁଚାହୁଁ ସଫା କରିଦେଲେ ଲୋକେ ।
ଅଙ୍କର :- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜଥର ଚିଲଦା ନିକଟରେ ଆଜି ସକାଳୁ ସକାଳୁ କୁକୁଡ଼ା ବୋଝେଇ ଗାଡି ଟି ଅନୁଗୁଳ ରୁ ରାଇରଙ୍ଗପୁର କୁ ଯାଉଥିବା ସମୟରେ ଅତ୍ୟାଧିକ କୁହୁଡି ପାଇଁ ଡ୍ରାଇଭର ଠିକ୍ ଭାବରେ ରାସ୍ତା ଦେଖିନପାରିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ସୂଚନା ମିଳିବା ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରେ ଲୋକେ ପହଞ୍ଚି ଯିଏ ଯାହା ପାରିଲା ମନଇଚ୍ଛl ବ୍ରଇଲର କୁକୁଡ଼ା କୁ ବୋହି ନେଇଯାଇଥିଲେ | ତୁରୁମୁଙ୍ଗା ପୋଲିସ ପହଞ୍ଚି ଗାଡିକୁ ଜବତ କରିଥିବା ସୂଚନା ମିଳିଛି।
ରଞ୍ଜନ ବେହେରା ଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


