ରାଧାକାନ୍ତଜିୟୁ ମଠ ପରିସରରେ ଶ୍ରୀଲ ବାବାଜୀ ବନମାଳୀ ଦାସ ମହାରାଜା ଙ୍କ ଦ୍ୱାରା “ଜୟ ନିତାଇ ଶ୍ରୀକୃଷ୍ଣ ଚୈତନ୍ୟ ଲୀଳାମ୍ବୃତ ” ଗ୍ରନ୍ଥ ଉନ୍ମୋଚନ ଉଛବ ଅନୁଷ୍ଠିତ
ଜଗତସିଂହପୁର ତା =25/11/24ଜଗତସିଂହପୁର ବଡବାଗ ସ୍ଥିତ ରାଧାକାନ୍ତଜିୟୁ ମଠ ପରିସରରେ ବାବାଜୀ ବନମାଳୀ ଦାସ ମହାରାଜ ଙ୍କ ଲିଖିତ ଗ୍ରନ୍ଥ ଶ୍ରୀ କୃଷ୍ଣ ଚୈତନ୍ୟ ଲୀଳାମୃତ ଉନ୍ମୋଚନ ଉଛବ ବିନୋଦ ବିହାରୀ ନାୟକ ଙ୍କ ସଂଚାଳନ ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ପୁରୀ ମତାମଠ ବାବାଜୀ ସୁବଳ ଦାସ ମହାରାଜ | କଟକ କଳ୍ପତରୁ ଆଶ୍ରମ ପରେଶ୍ଵର ସାହି ବାବାଜୀ ବିନୋଦ ବିହାରୀ ଦାସ | କଟକ ମହାନଦୀ ବିହାର ଗୋପୀନାଥ ମଠ ବାବାଜୀ ଦିନ ଦୟାଲ ଦାସ | ତାଳଚେର ରାଧାକାନ୍ତ ମଠ ବାବାଜୀ ପ୍ରଭୁପାଦ ଦାସ | ବାବାଜୀ ବ୍ରଜ କିଶୋର ପାତ୍ର | ବାବାଜୀ ହୃଷିକେଶ ଦାସ ଓ ଅନ୍ୟାନ୍ୟ ବହୁ ସାଧୁ ସନ୍ଥ ବୈଷଵ ମାନେ ଯୋଗଦେଇଥିଲେ | ଶେଷରେ ବାବାଜୀ ସୁରେଶ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ କାଉନସିଲର ନିରଞ୍ଜନ ସେଠୀ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ