ଯାଜପୁର କଳିଙ୍ଗନଗର ଟାଟା କାରଖାନାର ସମ୍ମୁଖ ରେ ଏକ ଦୋକାନ ରେ ଅଗ୍ନିକାଣ୍ଡ। ସୂଚନା ମୁତାବକ କଳିଙ୍ଗନଗର ଟାଟା ମେଡିକାଲ ପାଖରେ ଥିବା ୪ ନମ୍ବର ଗେଟ୍ ସମ୍ମୁଖରେ ଏକ ଗ୍ରୋସରୀ ଦୋକାନ ରେ ସଟ ସର୍କିଟି ସଟ ଥିବାରୁ ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଦୋକାନ ର ଆସବାଭ ପତ୍ର ସମ୍ପୁର୍ଣ୍ଣ ଜଳିପୋଡି ନଷ୍ଟ ହୋଇ ଯାଇଛି ଲକ୍ଷ୍ୟ ଧିକ ଟଙ୍କା ର। ଏବଂ ଏହି ଅଗ୍ନିକାଣ୍ଡ ଘଟଣା ଦମକଳ ବାହିନୀ ମଧ୍ୟ ପହଂଚି ପାରିନଥିବାରୁ ଗ୍ରୋସରୀ ଦୋକାନ ଟି ସମ୍ପୁର୍ଣ୍ଣ ଜଳି ପୋଡି ପାଉଁଶ ହୋଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


