ତେନ୍ତୁଲିବେଲାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଙ୍କ ନାମରେ ଭିତ୍ତିହୀନ ଅଭିଯୋଗ
ଜଗତସିଂହପୁର ତା =3/12/24ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା କୁସୁପୁର ସ୍ଥିତ ତେନ୍ତୁଲିବେଲାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ନାଥଙ୍କ ନାମରେ କିଛି କୁଚକ୍ରୀ ଗୋଷ୍ଟି ଉଦେଶ୍ୟ ମୂଳକ ଭାବେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏବଂ କ୍ରୀଡା ସାମଗ୍ରୀ କିଣା ରେ ବ୍ୟାପକ ଅନିୟମିତତା ହୋଇଥିବା ସଂକ୍ରାନ୍ତ ରେ ପ୍ରଧାନ ଶିକ୍ଷକ ଙ୍କ ନିକଟରେ ଅଭିଯୋଗ କରିଥିଲେ | ପ୍ରଧାନ ଶିକ୍ଷକ ଘଟଣାର ନିରପେକ୍ଷ ତଦନ୍ତ କରି କ୍ରୀଡା ଶିକ୍ଷକ ଙ୍କ ନାମରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


