ଡାକ୍ତରୀ ପାଠ ପଢିପାରିବେନି ଝିଅ: ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ ଝିଅମାନେ କିମ୍ବା ମହିଳାମାନେ ଡାକ୍ତରୀପାଠ ପଢିପାରିବେ ନାହିଁ କି କୌଣସି ପୁରୁଷ ଡାକ୍ତରଙ୍କ ଠାରୁ ନିଜର ଚିକିତ୍ସା ମଧ୍ୟ କରାଇପାରିବେ ନାହିଁ ।

ତେବେ ତାଲିବାନ ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ କିଛି ଏମିତି ଅଜବ ଗଜମ ନିୟମ ଘୋଷଣା କରିଛନ୍ତି । କେତେକ ପ୍ରଦେଶର ମହିଳାମାନଙ୍କୁ ମେଡିକାଲ ଶିକ୍ଷାରୁ ବଞ୍ଚିତ କରିବା ସହିତ ପୁରୁଷ ମେଡିକାଲ ପ୍ରଫେସନାଲଙ୍କ ଦ୍ବାରା ଚିକିତ୍ସା କରାଇବାକୁ ମଧ୍ୟ ବାରଣ କରିଛନ୍ତି । ଅର୍ଥାତ୍ ଏହି ନୂତନ ଆଦେଶ ଦ୍ବାରା ତାଲିବାନ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିମ ବନ୍ଦ ହେବା ସହିତ ମହିଳାଙ୍କ ପାଇଁ ଅନାବଶ୍ୟକ ଯନ୍ତ୍ରଣା, ଦୁଃଖ, ଅସୁସ୍ଥତା ଏବଂ ମୃତ୍ୟୁ ଘଟିବା ନିଶ୍ଚି କରିଛନ୍ତି ସରକାର । ଅର୍ଥାତ୍ ସେ ଚାହୁଁଛନ୍ତି ତାଙ୍କ ଦେଶରେ ମହିଳା ଅନାୟଶରେ ମୃତ୍ୟୁ ବରଣ କରନ୍ତୁ । କାରଣ ଏହି ନିୟମ ପରେ ସେମାନଙ୍କର ଚିକିତ୍ସା ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀ ହିଁ ରହିବେ ନାହିଁ । ଆଉ ପୁରୁଷଙ୍କ ଠାରୁ ସେମାନଙ୍କୁ ଚିକିତ୍ସା କରିବା ପାଇଁ ବାରଣ କରାଯାଇଛି ।

ଅନ୍ୟପଟେ ସରକାରଙ୍କ ଏପରି ଅବାନ୍ତରିଆ ଆଦେଶକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଫଗାନିସ୍ତାନ ଷ୍ଟାର କ୍ରିକେଟର ରସିଦ୍ ଖାନ୍ । ସରକାର ଏଭଳି ନିନ୍ଦନୀୟ ଆଦେଶକୁ ଉଚ୍ଛେଦ କରିବା ପାଇଁ ଦୃଢ ଅନୁରୋଧ କରିବା ସହିତ ଏଭଳି ଆଦେଶରେ ପୁନର୍ବିଚାର ପାଇଁ ପରାମର୍ଶ ଦେଇଛନ୍ତି ।ସେପ୍ଟେମ୍ବର ୨୦୨୧ରେ ତାଲିବାନ ଷଷ୍ଠ ଶ୍ରେଣୀରୁ ଅଧିକ ଝିଅ ମାନଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଡିସେମ୍ବର ୨୦୨୨ରେ ଝିଅ ଓ ମହିଳାଙ୍କୁ ଉଚ୍ଚଶିକ୍ଷା ଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ମହିଳାମାନେ କାନ୍ଦିବାର ନଜିର ମଧ୍ୟ ସାମ୍ନାକୁ ଆସିଥିଲା ।

ପରେ ଅଗଷ୍ଟ ୧୫, ୨୦୨୧ରେ ଦେଶର ନିୟନ୍ତ୍ରଣ ପୁନଃପ୍ରାପ୍ତ ହେବା ପରଠାରୁ ତାଲିବାନ ନିୟମ ପ୍ରଣୟନ କରିଛି ଯାହାକି ମହିଳା ତଥା ବାଳିକାମାନଙ୍କ ଜୀବନର ଅଧିକାଂଶ କ୍ଷେତ୍ରରେ ଅଧିକାରର ଉଲ୍ଲଂଘନ କରୁଛି । କେବଳ ଶିକ୍ଷାର ଅଧିକାର ନୁହେଁ, ଆନ୍ଦୋଳନ ତଥା ବାକ୍ ସ୍ୱାଧୀନତା ଅଧିକାରରେ ମଧ୍ୟ ହସ୍ତକ୍ଷେପ କରିଛି । କାର୍ଯ୍ୟ, ହିଂସାରୁ ମୁକ୍ତ ଜୀବନଯାପନ କରିବା, ସାଧାରଣ ଜୀବନରେ ଅଂଶଗ୍ରହଣ କରିବା ଏବଂ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ମହିଳାଙ୍କୁ ବାରଣ କରାଯାଇଥିବା ବେଳେ ଝିଅମାନେ ଜିମ୍ ଯାଇପାରିବେ ନାହିଁ କିମ୍ବା ପାର୍କରେ ମଧ୍ୟ ବୁଲିବେ ନାହିଁ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech

× How can I help you?