ଭୂବନେଶ୍ୱର ୨୩/୧୨: ଆମ୍ୱେଦରଙ୍କୁ ଅପମାନ ଗ୍ରହଣୀୟ ନୁହେଁ ସେଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପାତ୍ର ପ୍ରଦାନ କରଯିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି ଅମିତ ଶାହା ଦେଇଥିବା ମନ୍ତବ୍ୟ ପାଇଁ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ।
ମନ୍ତ୍ରୀପଦରୁ ତାଙ୍କୁ ବହିଷ୍କାର କରାଯାଉ । କାରଣ ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଦେଇଥିବା ମନ୍ତବ୍ୟଙ୍କୁ କଂଗ୍ରେସ ନିନ୍ଦା କରୁଛୁ । ଆମ୍ବେଦକରଙ୍କ ପ୍ରତିଶୃତି ବହୁତ ବଡ଼ ଅପମାନ । ବିଜେପିର କୌଣସି ନେତା ଭୁଲକୁ ମାନିବାକୁ ନାରାଜ।
ସଂସଦ ଭିତରକୁ ଯିବାକୁ ଦେଲେନି । ରାହୁଲଗାନ୍ଧୀଙ୍କ ବିରୋଧରେ ୨୬ କେସ୍ ରୁଜୁ କରାଯାଇଛି । ଯାହାକୁ ପ୍ରତିବାଦ କରି ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। । କାଲିଠାରୁ ଗୋଟିଏ ସପ୍ତାହ ଆମ୍ବେଦକର ସମ୍ମାନ ସପ୍ତାହ ପାଳନ କରିବ କଂଗ୍ରେସ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


