ଭୂବନେଶ୍ବର ୨୪।୧୨: ନୂଆବର୍ଷରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି । ଏଥିପାଇଁ ସବୁ ପ୍ରକାର ପ୍ରକ୍ରିୟା ଶେଷ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ପୁରା ତର୍ଜମା କରି ଫେରିବା ସହ AICCର କର୍ମକର୍ତ୍ତା ଲଗାତାର ଓଡିଶା ଉପରେ ନଜର ରଖିଛନ୍ତି । ଏମିତି ବି ଫୋନ୍ରେ ମଧ୍ୟ ବିଭିନ୍ନ ଜିଲ୍ଲା ବ୍ଲକରୁ ଖବର ନେଉଛନ୍ତି ।
ତେଣୁ ଖୁବ୍ଶୀଘ୍ର ପିସିସି ସଭାପତି ଘୋଷଣା ହେବ । ଯିଏ କୋରାପୁଟରୁ ପୁରୀ ପର୍ଯ୍ୟନ୍ତ କଂଗ୍ରେସକୁ ଭଲପାଉଥିବ ତାଙ୍କୁ AICC ପିସିସି ଦାୟିତ୍ବ ଦେବେ ବୋଲି ମହମ୍ମଦ ମୋକିମ କହିଛନ୍ତି ।