ସରପଞ୍ଚ ସଂଘ ନ୍ୟାୟରେ ନୁହେଁ ଅନ୍ୟାୟରେ ସାମ୍ବାଦିକଙ୍କ ନାମରେ ଥାନାରେ ମାମଲା କଲେ
ବରଗଡ଼ – ଏକ WhatsApp ଗ୍ରୁପ ରେ ଏକ ମନ୍ତବ୍ୟକୁ ନେଇ ସରପଞ୍ଚ ସଂଘ whatsapp ଗ୍ରୁପ ର ଆଡମିନ ତଥା ଜଣେ ସାମ୍ବାଦିକଙ୍କ ନାମରେ ଏତଲା ଦେବା ବଡ ଦୁଖଃର ବିଷୟ l ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଖବର ଯୋଗାଉ ଥବା ଜଣେ ସାମ୍ବାଦିକ ନିଜର କର୍ତ୍ତ୍ୟବ୍ୟ ସମ୍ପାଦନ କରିଥାଏ ଏବଂ ଜାତି ଧର୍ମ ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତଙ୍କ ନିକଟରେ କବର ପହଞ୍ଚାଇ ଥାଏ l ଏହି କାରଣରୁ ଘରେ ଘରେ ଖବର କାଗଜ ମଧ୍ଯ ପହଞ୍ଚାଇ ଥାଏ l ମାତ୍ର ଯୁଗ ସହ ତାଳ ଦେଇ ଆଜିର Social ମିଡିଆ ଦ୍ୱାରା ନିଜର ଖବରକୁ ସମ୍ପ୍ରସାରିତ କରିଥାଏ l ଯାହା ଦ୍ୱାରା ସମସ୍ତେ ସଠିକ ଖବର ପାଇଥାନ୍ତି ଓ ନିଜ୍ ନିଜ ଅଞ୍ଚଳର ସମସ୍ୟା ଓ ଅନ୍ୟାନ୍ୟ ଖବର ପୋଲିସ୍, ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଡ଼ାକି ଥାନ୍ତି l ଏଥି ପାଇଁ whatsapp ଗ୍ରୁପ ଆଡମିନ ସମସ୍ତେ କେମିତି ନିଜ ନିଜ ଅଞ୍ଚଳରେ ଉପୁଜୁଥିବା ବିବିନ୍ନ ସମସ୍ୟା ଗୁଡ଼ିକୁ ସାମ୍ବାଦିକ ଙ୍କୁ ଜଣେଇବାକୁ ଓ ନେତାଙ୍କ ନିକଟରେ କିପରି ଖବର ପହଁଞ୍ଚିବ ସେହି ବ୍ୟବସ୍ଥା କରିଥାନ୍ତି l ଏହି କାରଣ ଯୋଗୁ ଗ୍ରୁପ ରେ ଥିବା କୌଣସି ସଭ୍ଯ କୌଣସି ଖରାପ ମନ୍ତବ୍ୟ ଦେଲେ ଗ୍ରୁପ୍ ଆଡମିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତଥା ଥାନା ଓ କୋର୍ଟକୁ ଯାଉଛନ୍ତି l ସମାଜ ସୁଧାରକ ସାମ୍ବାଦିକ ହଇରାଣ ହରକତ ହେଉଛନ୍ତି l ବର୍ତ୍ତମାନ୍ ମାଡ୍ରାସ୍ ହାଇକୋର୍ଟ, କେରଳ ଓ ବମ୍ବେ ହାଇକୋର୍ଟ ମଧ୍ଯ ଏକ ଶୁଣାଣି ଉପରେ ଆଡମିନ ଯଦି କୌଣସି ମନ୍ତବ୍ୟ ଦେଇ ନାହାନ୍ତି, ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ l କେବଳ ମନ୍ତବ୍ୟ ଦେଇଥିବା ବ୍ଯକ୍ତି ଙ୍କୁ ଗ୍ରୁପ୍ ରୁ ବାଦ୍ ଦିଆଯିବ l କାରଣ ଗ୍ରୁପ୍ ଆଡମିନ ଓ ସଦସ୍ୟ ଉଭୟଙ୍କ ଅଧିକାର ଏ କ୍ଷେତ୍ରରେ ସମାନ l କେବଳ ଆଡମିନ ଜଣ କୁ ସେହି ଗ୍ରୁପ୍ ରେ ଯୋଗ କରି ପାରିବ l ତେଣୁ ଆଡମିନ ଦୋଷୀ ନୁହଁନ୍ତି l ତେଣୁ ଅତାବିରା ପୋଲିସ ଅଧିକାରୀ ଓ ଉପରିସ୍ଥ ପୋଲିସ ଅଧିକାରୀ ଏହାର ସତ୍ୟାସତ୍ୟ ବିଚାର କରି ନିରୀହ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


