ଢେଙ୍କାନାଳ: ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ମୁନିସିପାଲିଟି କଲ୍ୟାଣ ମଣ୍ଡପ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଲିଙ୍କିରେ ଠାକୁରଙ୍କ ବିଗ୍ରହକୁ ୧୦ ମଣ୍ଡଳୀ ସଙ୍କୀର୍ତ୍ତନ ଦ୍ବାରା ସହର ପରିକ୍ରମା କରାଯାଇଥିଲା। ଜିଲ୍ଲା ସ୍ତରୀୟ ଭକ୍ତ ଗୋଷ୍ଠୀ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।
/ January 20, 2025
No Comments