(ଦୁଇଦିନିଆ ଆଳିପିଙ୍ଗଳ ପ୍ରିମିୟମ ଲିଗ =ଚଣ୍ଡିଖୋଲ କ୍ଳବ ଚମ୍ପିୟାନ, ଆଳିପିଙ୍ଗଳ କ୍ଳବ ରନର୍ସଅଫ )
ଜଗତସିଂହପୁର
ତା 2/1/25
ଜଗତସିଂହପୁର ଆଳିପିଙ୍ଗଳ ବାଲିଘାଇ କ୍ରିକେଟ ପଡିଆ ପରିସରରେ ଦୁଇ ଦିନ ବ୍ୟାପି ଆଳିପିଙ୍ଗଳ ପ୍ରିମିୟମ ଲିଗ କ୍ରିକେଟ ଟ୍ରୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଏହି ଟ୍ରୁର୍ଣାମେଣ୍ଟ ରେ ସୋଳଟି କ୍ରିକେଟ ଟିମ ଅଂଶ ଗ୍ରହଣ କରି ଚଣ୍ଡିଖୋଲ କ୍ରିକେଟ କ୍ଳବ ଏବଂ ଆଳିପିଙ୍ଗଳ କ୍ରିକେଟ କ୍ଳବ ସେମିଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲେ | ଏହି ଦୁଇ କ୍ରିକେଟ ଟିମ ମଧ୍ୟ୍ୟ ରେ ପ୍ରତିଦ୍ବନ୍ଦିତା ଜୋରଦାର ହୋଇଥିଲା |ଚଣ୍ଡିଖୋଲ କ୍ରିକେଟ କ୍ଳବ ଚମ୍ପିୟାନ ହୋଇଥିବା ବେଳେ ଆଳିପିଙ୍ଗଳ କ୍ରିକେଟ ଟିମ ରନର୍ସଅଫ ହୋଇଥିଲା |ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥିଭାବେ ଯୁବ ଇଞ୍ଜିନିଅର ସମ୍ବିତ କୁମାର ଲେଙ୍କା |ମୁଖ୍ୟ ବକ୍ତାଭାବେ ସମିତିସଭ୍ୟ ରାଜୀବ ବେହେରା | ସଂମ୍ମାନିତ ଅତିଥିଭାବେ ସାମ୍ବାଦିକ ତପନ ରାଉତରାୟ, ଜ୍ୟୋତି ରଞ୍ଜନ ପରିଡା ଯୋଗଦେଇ ବିଜୟୀ ଚଣ୍ଡିଖୋଲ କ୍ରିକେଟ କ୍ଳବ କୁ ଚମ୍ପିୟାନ ଟ୍ରଫି ଏବଂ ଆଳିପିଙ୍ଗଳ କ୍ରିକେଟ କ୍ଳବ କୁ ରନର୍ସଅଫ ଟ୍ରଫି ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
/ January 20, 2025
No Comments