ଢେ଼ଙ୍କାନାଳର ଲେଖକ ସଂସଦ ଠାରେ ମହିଳା ୟୋଗ ଶକ୍ତି ଦିବସ ପାଳିତ ହୋଇଅଛି। ଆଜି ଶୁକ୍ରବାର ତା ୦୩ ,୦୧ , ୨୦୨୫ ରିଖ ସକାଳ ୬. ୦୦ ରେ। ଭାରତୀୟ ୟୋଗ ସଂସ୍ଥାନ ତରଫରୁ ମହିଳା ୟୋଗ ଶକ୍ତି ଦିବସ ଧୁମଧାମରେ ପାଳିତ ହୋଇଅଛି l ଉକ୍ତ ଦିବସରେ ଓଡ଼ିଶାର ପ୍ରlନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଜି ,ମୁଖ୍ୟ ଅତିଥି ଓ ରଘୁନାଥ ରେଡ୍ଡୀ ଜି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l ସ୍ମିତା ରାଣୀ ଜି ଓ ଧରମlନନ୍ଦ ଜି ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ lଏଥି ସହିତ ଢେ଼ଙ୍କାନାଳର ଜିଲ୍ଲା ପ୍ରଧାନ ଶ୍ରୀ ସୁଶିଲ କୁମାର ପଣ୍ଡା ଜି , ଜିଲ୍ଲା ଉପ ପ୍ରଧାନ ରଘୁନାଥ ତ୍ରିପାଠୀ ଜି ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଡକ୍ଟର ନିରଦ ଚନ୍ଦ୍ର ରାଉତ ଜି । ମହିଳା ମାନଙ୍କର ରୋଗ କିପରି ୟୋଗ ମାଧ୍ୟମରେ ଠିକ୍ ହୋଇ ପାରିବ ମାର୍ଗ ଦର୍ଶନ କରାଇଥିଲେ । ଇନ୍ଦିରା ଜି, ସ୍ଵପ୍ନା ଜି ଓ ରୋହିଣୀ ଜି ସଙ୍ଗୀତ ଗାନ କରିଥିଲେ। ଏଥି ସମେତ ଜିଲ୍ଲା ଅଧିକାରୀ, କ୍ଷେତ୍ର ଅଧିକାରୀ। କେନ୍ଦ୍ର ପ୍ରମୁଖ ଉପ ପ୍ରମୁଖ ଓ ସାଧକ ସାଧିକl ଅନେକ ସଂଖ୍ୟାରେ ଉପସ୍ଥିତ ରହି। ଆଜିର ମହିଳା ୟୋଗ ଶକ୍ତି ଦିବସ କୁ ପାଳନ କରିଥିଲେ ସମସ୍ତ କୁ ମଧ୍ୟ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଥିଲେ ଓ ଶରତ କୁମାର ଲେଙ୍କା ଜି ଧନ୍ୟବାଦ୍ ଦେଇଥିଲେ। ସୁରେଶ ଜି ଶାନ୍ତି ପାଠ କରାଇ ସଭା ସଂଙ୍ଗ କରାଇଥିଲେ l
/ January 20, 2025
No Comments