ଦୁଲ୍ଦୁଲି ମଞ୍ଚରେ କବିତା ପାଠୋତ୍ସବ ଆଜି ଜାନୁଆରି ୪ ତାରିଖ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲ୍ଦୁଲି ଆୟୋଜିତ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମ ରେ ରାଜ୍ୟର କୋଣ ଅନୁକୋଣ ରୁ କବି ମାନେ ଯୋଗ ଦେଇ ସ୍ବରଚିତ କବିତା ପଠନ କରିଥିଲେ। ସାରସ୍ବତ ସମାରୋହ ର ଆବାହିକା ମନ୍ଦାକିନୀ ଶତପଥୀ ସ୍ବାଗତ ବକ୍ତବ୍ୟ ଦେଇଥିଲେ।ପ୍ରେମ୍ ସାଗର ଦେହେଋଆ ଙ୍କ ସଂଯୋଜନା ରେ କାର୍ଯକ୍ରମ ହୋଇଥିବା ବେଳେ ସମ୍ବଲପୁରର ଜିଲ୍ଲା ର ବହୁତ କବି ସମ୍ମାନିତ ହୋଇଥିଲେ। ଜମନକିରାର କବିରତ୍ନ ପ୍ରମୋଦ କୁମାର ନାୟକ,ସାମ୍ବାଦିକ ଓ କବି ନରେନ୍ଦ୍ର କୁମାର ସାହୁ ଓ ପ୍ରଦ୍ୟୁମ୍ନ ବିଶି ,ଏଦ୍ଭୋକେତ୍ ହୃଦାନନ୍ଦ ଶର୍ମା ପୁର୍ବତନ ବିଦିଓ ମୁରଲୀ ଧର ନାୟକ,କବି ସମ୍ଭୂନାଥ୍ ସାହୁ,ପ୍ରଦୀପ ପଟେଲ ମଞ୍ଚ ରେ ସମ୍ମାନିତ ହୋଇଥିଲେ।
/ January 20, 2025
No Comments