ସଙ୍କଟ ମୋଚନ ଶ୍ରୀହନୁମାନ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ହନୁମାନ ଚାଳିଶା ପାଠ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର୍ ସାତ ଠାରେ ଥିବା ଶ୍ରୀ ହନୁମାନ ମନ୍ଦୀର ପ୍ରାଙ୍ଗଣ ରେ ପୂଜାର୍ଚ୍ଚନା ଓ ଶ୍ରୀ ହନୁମାନ ଚାଳିଶା ପାଠ କରିବା ସହ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ କରଯାଇଥିଲା ଓ ସଂନ୍ଧ୍ୟାରେ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା ଶ୍ରଦ୍ଧାଳୁ ମାନେ ଅତି ହର୍ଷ ଉଲ୍ଲାସ ଆନନ୍ଦ ସହକାରେ ଭଜନ ସମାରୋହ କୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ