( ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟନିର୍ବାହୀ କମିଟି ନିର୍ଦେଶନାମକୁ ବନ୍ଦ କରିବା ଦାବି ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ )
ଜଗତସିଂହପୁର ତା =20/1/25ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ଜୀବିକା ମିଶନ ଇ ସି ସଂଘ ପକ୍ଷରୁ ଓଡିଶା ଜୀବିକା ମିଶନକାର୍ଯ୍ୟ ନିର୍ବାହୀ ମହିଳା ମାନଙ୍କୁ ଇ ସି ଭାବେ କାର୍ଯ୍ୟ କରିବାର ସମସ୍ତ ସୀମା ନୂତନ ନିୟମାବଳୀ ରେ ବୃଦ୍ଧି କରିବା ସହିତ ପୁନଃର ଗଠନ ପକ୍ରିୟା ବନ୍ଦ କରାଯାଉ | ସରକାର ଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍କୁଟି ଋଣ ଯୋଜନାରେ 48ଟି କିସ୍ତି ମଧ୍ୟ୍ୟ ରୁ 11ଟି କିସ୍ତି ଦେୟ ଦେଇଥିବା ବେଳେ ବାକି କିସ୍ତି ଗୁଡିକ ସମ୍ପର୍କ ରେ ସରକାର ବିଚାର କରନ୍ତୁ | ମିଶନ ଶକ୍ତି ନିର୍ଦେଶକ ଙ୍କ ନିର୍ଦେଶନାମା ଅନୁଯାୟୀ ସ୍ୱତନ୍ତ୍ର ଟିମ ଗଠନ କରିବା ଆଦି ୩ ଦଫା ଦାବି ନେଇ ଭାରତୀୟ ମଜୁଦୁର ସଂଘ ରାଜ୍ୟ ବରିଷ୍ଟ କାର୍ଯ୍ୟକର୍ତା ବସନ୍ତ କୁମାର ରଥ | ଜ଼ିଲ୍ଲା ସଭାପତି ଅକ୍ଷୟ କୁମାର ଦାସ | ମିଶନ ଶକ୍ତି ରାଜ୍ୟ ସଂଯୋଜକ ଉମେଶ ଚନ୍ଦ୍ର ନାୟକ | ଓଡିଶା ଜୀବିକା ମିଶନ ଇ ସି ସଂଘ ରାଜ୍ୟ ସଭାନେତ୍ରୀ ଯୋଗମାୟା ନନ୍ଦ |ରିତା ଆଚାର୍ଯ୍ୟ ପ୍ରମୁଖ ହଜାର ହଜାର ମହିଳା ସ୍ଥାନୀୟ ଗଣତନ୍ତ୍ର ଛକ ରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଯଦି ସରକାର ଇ ସି ସଂଘ ର ନାର୍ଯ୍ୟ ଦାବି ପୂରଣ ନ କରନ୍ତି ତେବେ ରାଜ୍ୟ ବ୍ୟାପି ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଙ୍ଗ ସଭାନେତ୍ରୀ ଯୋଗମାୟା ଚେତାବନୀ ଦେଇଛନ୍ତି |ଜଗତସିଂହପୁର ରୀ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

