ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ରେ SGB brandsafway କମ୍ପାନୀ ଦ୍ବାରା ୩୬ତମ ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ଅଭିଯାନ NH ୫୫ ଏବଂ ପ୍ଲାଣ୍ଟ ପରିସରରେ କରାଯାଇଛି । ଏଥିରେ ସଡ଼କ ସୁରକ୍ଷା ରଥ,ସଡ଼କ ସୁରକ୍ଷା ରେଲି ଏବଂ ୟୋମରଜ୍ ଭୂମିକା ରେ ରମେଶ ସାମଲ ଏବଂ ସୁବ୍ରତ ନାୟକ ଚିତ୍ରଗୁପ ଭୂମିକାରେ ଲୋକ ମାନଙ୍କୁ ସଡ଼କ ସୁରକ୍ଷାର ଜାଗ୍ରତ କରି ଥିଲେ। ଏଥିରେ SGB Brandsafway ର ବରିଷ୍ଠଅଧିକାରୀମାନେ ଉପଥିତିତ ରହି ସଡ଼କ ସୁରକ୍ଷା ପତି ଲୋକ ମାନଙ୍କୁ ସଡ଼କ ସୁରକ୍ଷା ବିଷୟ ରେ ଜନ ସେଚତାନତା ଜାଗ୍ରତ କରାଇ ଥିଲେ। ବରିଷ୍ଠ ଅଧିକାରୀ ମାନେ ତଥା ସାଗର ପ୍ରଧାନ (ଡେପୁଟି ସୁରକ୍ଷା ମ୍ୟାନେଜର) ଏବଂ ଅଶୋାକ କୁମାର ମଲ୍ଲିକ-(ବରିଷ୍ଠ ସୁରକ୍ଷା ଅଧିକାରୀ), ଅମିତ୍ ଦାସ(ମ୍ୟାନେଜର), ରତିକାନ୍ତ ଜେନା(hr&admin), ଅନ୍ତାୟମି , ରତନ , ନିରଞ୍ଜନ, ମାନସ, ସତ୍ୟଜିତ,ପପୁ ଆଦି ଉପଥିତ ରହି ଥିଲେ।

December 9, 2025/
No Comments


