ହକ ପାଇଁ ରାଜ ରାସ୍ତାରେ ଗ୍ରଜିଲେ ଓଡିଶା ଜୀବିକା ମିଶନ ଶକ୍ତି ମହିଳା କଳାହାଣ୍ଡି
୩୧|୧( ଭାରତୀୟ ମଜଦୂର ସଂଘ ଓଡିଶା ଜୀବିକା ମିଶନ ସଂଘ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କମିଟି ପକ୍ଷରୁ ଶୁକ୍ରବାର ସ୍ଥାୟୀ ମାନ୍ୟାତା ଦାବିରେ ଗୋଲାମୁଣ୍ଡା ସ୍ଥିର ବ୍ଲକ ଅଫିସ ଘେରାଉ କରାଯାଇଛି |ଏହା ପୂର୍ବରୁ ସ୍ଥାନୀୟ ମା ଠାକୁରାଣୀ ମନ୍ଦିର ରେ ସଂଘ ର ସଭାନେତ୍ରୀ ପ୍ରିୟଙ୍କା ସାହୁ , ସାମ୍ବାଦିକା ଚେତନା ମାଝୀ ପୂଜାଅର୍ଚ୍ଚନା କଲାପରେ ହଜାରେ ରୁ ଉର୍ଦ୍ଧ ମିଶନ ଶକ୍ତି ଇସି ମହିଳା ମା’ଠାକୁରାଣୀ ମନ୍ଦିରରୁ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରା କରାଯାଇଥିଲା |ଏଥିରେ ବ୍ଲକ ର ୨୮ ଗୋଟି ପଞ୍ଚାୟତ ର ହଜାରେ ରୁ ଉର୍ଦ୍ଧ ମିଶନ ଶକ୍ତି କର୍ମକର୍ତ୍ତା ନିଜର ବକ୍ତ୍ୟବ ରଖି ଓଡ଼ିଆ ସରକାର ଙ୍କ ଅବହେଳା କୁ ନେଇ ଗଜିଥିଲେ |ଗ୍ରାମ ପଞ୍ଚାୟତ ରୁ ନେଇ ଜିଲ୍ଲା ପରଜନ୍ତ ମହିଳା ସଶକ୍ତି କରଣ ମୁଖ୍ୟ ଭୂମିକା ସାଜି କାମ କରୁଛନ୍ତି ସ୍ବୟସହାୟକ ଗୋଷ୍ଠୀ କୁ ସରକାରି ଚାକିରି ଦେବା, ଓ ପୂର୍ବ ଭଳି କାମରେ ନିଓଜି ତ କରିବା ସହିତ ଆ ମର ଦାବୀ ପୂରଣ କରିବା ପାଇଁ ଅନୁରୋଧ କରିଥିଲେ ଗୋଳମୁଣ୍ଡ ବି, ଡି, ଓ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ, ଓ ପ୍ରଭାତୀ ପରିଡ଼ା ଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ ଜଦୀ ଆମର ଦାବି ପୁରଣ ନହୁଏ ଆଗାମୀଦିନରେ ଭୟ ଙ୍କ ର ଆନ୍ଦୋଳନ ହେବବୋଲି ସରକାରଙ୍କୁ ଚେତା ବନି ଦେଇ ଥିଲେ ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


