
ଏହି ସଭାରେ ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶକ୍ଷକ ଶିକ୍ଷୟତ୍ରୀ, ଓ ପରିଚାଳନା କମିଟି ର ସଦସ୍ୟ, ଓ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଦାଶ ଜଣେ ମିଷ୍ଟଭାସି ଓ ଗଣିତ ବିଜ୍ଞାନ ଶିକ୍ଷକ ଭାବେ ଏ ଅଂଚଳରେ ପ୍ରସିଦ୍ଧି ଲାଭ କରିଥିଲେ। ତା ସାଂଗେସଂଗେ କବିତା ଓ ଅଭିନୟ କ୍ଷେତ୍ରରେ ତାଙ୍କର ଅନେକ ରୁଚି ରହିଥିଲା।ତାଙ୍କ ବିଦାୟ ପରେ ବିଦ୍ୟାଳୟ ରେ ଗଣିତ ବିଜ୍ଞାନ ଶିକ୍ଷକ ର ଅଭାବକୁ, ସେ ନିଜେ ସମୟ ଦେଇ ପୂରଣ କରିବେ ବୋଲି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟ ରେ କହିଥିଲେ.. ଆଜିର ସଭାରେ ପ୍ରଥମେ ତାଙ୍କୁ ଉତ୍ତରୀୟ ମାନପାତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସାନମାନୀତ କରାଯାଇଥିଲା.. ସଭା ଶେଷ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତାଙ୍କୁ ତାଙ୍କ ବାସଭାବନ ରେ ପାହାଛାୟୀ ଥିଲେ,. ଏଭଳି ଶିକ୍ଷକ ଙ୍କ ବିଦାୟୀ ଉସାଚାବ ପରିବେଶକୁ କାରୁଣ୍ୟ ସୃଷ୍ଟି କରିଥିଲା।