ବ୍ରହ୍ମପୁର ରେ କାର୍ଯ୍ୟରତ ଟିକେଟ ବର୍ହି ବିଭାଗ ଡାଟାଏଣ୍ଟ୍ରି ଅପରେଟର ଛଟେଇ ପ୍ରତିବାଦରେ mkcg ଟିକେଟ କାଉଣ୍ଟର ଆଗରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଉଥିବା ବେଳେ mkcg (AO) ହଟାତ ରାଗି ଯାଇ ଆନ୍ଦୋଳନ ରତ ମହିଳା କର୍ମଚାରୀ ଅଜବ ବ୍ୟବହାର କରୁଛନ୍ତି ତାହା ଭିଡିଓ ସ୍ୱପଷ୍ଠ ଜାଣି ପାରୁଥିବେ। ରାଜ୍ୟ ସରକାର ମହିଳା ମାନଙ୍କ ଉର୍ନତି ନିମନ୍ତେ ବିଭିନ୍ନ ଯୋଜନା କରୁଥିବା ବେଳେ ଜଣେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ତ ଅଧକାରୀ ହୋଇ ମହିଳା ପ୍ରତି ଏହିପରି ବ୍ୟବହାର ସରକାର ଓ ମହିଳା ଙ୍କ ପ୍ରତି ନିନ୍ଦା ଜନକ ଅଟେ।

December 9, 2025/
No Comments


