ଟୋପ ଗ୍ରାମ ପଂଚାୟତରେ ଥିବା ମିଶନ ଶକ୍ତି ଗୃହ କାହା କବଜାରେ ? ନାରୀ ସଶକ୍ତିକରଣ ପାଇଁ ପ୍ରୟାସ କରୁଥିବା ମିଶନ ଶକ୍ତି ମହିଳା ଯିବେ କୁଆଡେ? ମିଶନ ଶକ୍ତି ମହିଳାଙ୍କ ଦାବୀ କେବେ ପୂରଣ କରିବେ ସରକାର ? ସବୁ ଜାଣିଶୁଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି କି ? ମା କୁ ସମ୍ମାନ ଏଠି ଫେଲ୍ କାହିଁକି ? କାହା ନିର୍ଦ୍ଦେଶରେ ମିଶନ ଶକ୍ତି ଗୃହରେ ଭର୍ତ୍ତି ରହିଛି ଧାନ ? କେବେ ସୁଧୁରିବ ଏ ବ୍ୟବସ୍ଥା ? ମିଶନ ଶକ୍ତି ମହିଳାଙ୍କ ଅଧିକାରକୁ ପ୍ରଭାବିତ କରୁଛି କିଏ ?

/ March 25, 2025
No Comments