ଅନୁଗୋଳ:
Big Breaking
ନାଲକୋ କଲୋନୀରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗାଧୁଆଘରୁ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର
ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମୃତ ଯୁବତୀ ଜଣକ ସ୍ନେହପ୍ରଭା ଓ ବୟସ ୨୦ ବୋଲି ସୂଚନା
ମୃତ ଯୁବତୀଙ୍କ ଘର କୁଲାଡ ହୋଇଥିବା ବେଳେ ସେ ନାଲକୋ କଲୋନୀ ରେ କିଛି ବର୍ଷ ହେବ ରହୁଥିଲେ
ମୃତ୍ୟୁ ର କାରଣ ଅସ୍ପଷ୍ଟ
ଅନୁଗୋଳ ରୁ ସୁଧାକର ସାହୁ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

