
ଆଜି ଦ୍ୱିତୀୟ ଦିନ ରେ ଅସ୍ମିତା ଖେଲୋ ଇଣ୍ଡିଆ ଓଡ଼ିଶା wushu ମହିଳା ଲିଗି 2025 ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି,ଅନୁଗୋଳ ବିଧାୟକ ତଥା wushu association ର ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା,ଅନୁଗୋଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଅବଦଲ ଏମ୍ ଅକ୍ତର,ଏସପି ଶ୍ରୀଯୁକ୍ତ ରାହୁଲ ଜେନ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠ ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇ କ୍ରୀଡାବିତ୍ ମାନ କୁ ଉତ୍ସାହିତ କରିବା ସହିତ wushu ଖେଳ କୁ ଅଗ୍ରାଧିକାର ପାଇଁ ପ୍ରତିଶୃତି ଦେଇଛନ୍ତି।ଜିଲ୍ଲା Wushu Association ର ସାଧାରଣ ସମ୍ପାଦକ ସୁଶାନ୍ତ ନାଏକ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ, ଉପସଭାପତି ମିଥୁନ ସାମଲ ,ରାଜେଶ କୁମାର ମିଶ୍ର, ଉପଦେଷ୍ଟା ଦୋଳଗୋବିନ୍ଦ ଦଳେଇ ଓ ତପନ କୁମାର ସାମଲ ଏଂ କମିଟି ର ସଦସ୍ୟ ଦୁଷ୍ମନ୍ତ ସାହୁ, ଏଲିଜାବେଥ ସାହୁ,ଅମୋର ଜିତ୍ ଗଡ଼ନାୟକ,ବିନୋଦ ନାଏକ, ରୀଙ୍କୁ ନାଏକ, ଅରୁଣ ନାଏକ, ହାପି ନାଏକ,ତାପସ ନାଏକ,ପବିତ୍ର ନାଏକ ଉପଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।