ଢ଼େଙ୍କାନାଳ: ସହର ଲକ୍ଷ୍ମୀ ବଜାରର ବରିଷ୍ଠ ବ୍ୟବସାୟୀ ଅଇଁଠୁ ପାତ୍ର ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳୀ ସଭା ସପ୍ନେଶ୍ୱର୍ ବଜାର କୋରିଆ ଠାରେ ଅନୁଷ୍ଠିତ ହେଇଥିଲା। ଗତ ୧୪ ତାରିଖ ଦିନ ୮୫ ବର୍ଷ ରେ ଦେହାନ୍ତ ହୋଇଥଲା। ସେ ଜଣେ ମେଳାପି ଓ ମିଷ୍ଟବାସୀ ଲୋକ ଥିଲେ। ଏହି ସଭା ରେ ସମସ୍ତ ପରିବାର ବର୍ଗ ଓ ସମସ୍ତ ବ୍ୟବସାୟୀ, ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

/ March 25, 2025
No Comments