ଶାମେଶ୍ଵରଙ୍କ ପୀଠରେ ଜାଗର ପାଇଁ ପ୍ରବଳଭିଡ
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଓ ବରି ବ୍ଳକ ର ସୀମାରେ ଅବସ୍ଥିତ ଅରିଲୋ ର ପ୍ରସିଦ୍ଧ ବାବା ଶାମେଶ୍ଵରଙ୍କ ପୀଠରେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଛି।ଶାମେଶ୍ଵର ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଚଳିତବର୍ଷ ପରି ଏ ବର୍ଷ ମଧ୍ୟ ତିନିଦିନ ଧରି ମେଳା ଚାଲିବ ଓ ଯାତ୍ରା ପାଟି ମଧ୍ୟ ତିନିଦିନ ଧରି ଚାଲିବ। ଚଳିତବର୍ଷ ପରି ଏ ବର୍ଷ ମଧ୍ୟ ଜାଗରରେ ଗୟାଦେବୀ ଚାରିଟେବୁଲ ଟ୍ରଷ୍ଟ କଣ୍ଟିପୁର ଆନୁ କୁଲ୍ୟରେ ପ୍ରସାଦ ସେବନ ର ବ୍ୟବସ୍ଥା ଭକ୍ତଙ୍କ ପାଇଁ ହୋଇଥିଲା।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ