ହୃଦୟୀ ସ୍ପ୍ରଶି ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ତାଳଚେର ____ସନ୍ଥପଡ଼ା ପଞ୍ଚାୟତର ଦାସନାଳି ଗ୍ରାମର ଦାସନାଳି ଏମ ଇ ସ୍କୁଲ୍ ବିଦ୍ୟାଳୟ ପରିସରରେ ସହ ପ୍ରଧାନ ଶିକ୍ଷକ ଭାବେ କାମ କରିଥିବା କୃଷ୍ଣଚନ୍ଦ୍ର ସାହୁ ଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବସନ୍ତ କୁମାର ସାମଲ ଓ ଲୋଚନ କୁମାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି lଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସନ୍ଥପଡ଼ା ର ସରପଞ୍ଚ ମହୋଦୟ ଶ୍ରୀଯୁକ୍ତ ସହଦେବ ସାହୁ ଓ ସନ୍ଥପଡ଼ା ସମତି ସଭ୍ୟା ଙ୍କ ରିପେଦେଣ୍ଟ ଶ୍ରିଯୁକୁ ଅର୍ଜ୍ଜୁନ ମହାନ୍ତି । ଶିକ୍ଷୟିତ୍ରି ମିନାକ୍ଷୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ ବିମଳ କୁମାର ସାମଲ ମାନପତ୍ର ପଠନ କରିଥିଲେ ,ସହକାରୀ ଲକ୍ଷ୍ମଣ କୁମାର ଗଡ଼ନାୟକ, ବିଷ୍ଣୁ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l ଅତିଥି ମାନେ ମତପ୍ରକାଶ କରିଥିଲେ ଯେ କୃଷ୍ଣ ଚନ୍ଦ୍ର ସାହୁ ଜଣେ ଭଲ ହୃଦୟବାନ ପ୍ରଧାନ ଶିକ୍ଷକ ଥିଲେ ।ତାଙ୍କ ଚାକିରୀ କାଳରେ କାହାରି ମନରେ ସେ ଦୁଃଖ ଦେଇନାହାନ୍ତି ଓ ସମସ୍ତଙ୍କର ସେ ପ୍ରିୟର ପାତ୍ର ଥିଲେ ।ସେ ସ୍କୁଲର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ଚଳୋଉଥିଲେ ।ତାଙ୍କର ଚଲାପଥ କିଭଳି ଭଲରେ କଟୁ ଅତିଥି ମାନେ ମତପ୍ରକାଶ କରିଥିଲେ।ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l