ବରିଷ୍ଟ ସାମ୍ବାଦିକ ନୀଳମଣି ସାହୁ ଙ୍କ ବିୟୋଗରେ ଶୋକ ଜଗତସିଂହପୁର ତା =7/3/25ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ବାଦିକ ପ୍ରକୋଷ୍ଟ ରେ ବରିଷ୍ଟ ବିପ୍ଲବୀ ସାମ୍ବାଦିକ ନୀଳମଣି ସାହୁ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ବରିଷ୍ଟ ସାମ୍ବାଦିକ ସରୋଜ କୁମାର ନାୟକ ଙ୍କ ପୌରାହିତ ରେ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ଆର୍ତତ୍ରାଣ ପତି, ତପନ କୁମାର ରାଉତରାୟ, ଜ୍ୟୋତି ରଞ୍ଜନ ପରିଡା, ବେଣୁଧର ନାୟକ, ପ୍ରଭାତ କୁମାର ମହାନ୍ତି, ସାରଦା ଦାସ, ଇକଵାଲ ମହମ୍ମଦ,ସୁନାକାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନୀଳମଣି ସାହୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ପାଞ୍ଚ ମିନିଟି ନିରବ ପ୍ରାଥନା କରିଥିଲେ|ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ March 25, 2025
No Comments