ନକଲି ପୋଲିସ୍ ର ଅସଲି ପରିଚୟ ବ୍ୟାଟେରୀ ଚୋର ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବାମେବାରୀ ଥାନା ଅନ୍ତର୍ଗତରେ ଏକ ଅଭିନବ ଉପାୟରେ ଚୋର ଚୋରି କରୁଥିବା ଦେଖିବାକୁ ମିଳିଛି। ନିଜକୁ ପେlଲିସ ପରିଚୟ ଦେଇ ଚେlରୀ କରୁଥିବାବେଳେ ଜଣକୁ ଅଟକ ରଖି ପେlଲିସର ଜିମା ଦେଲେ ଗ୍ରାମ ବାସୀ l କେନ୍ଦୁଝର ଜିଲ୍ଲା ବାମେବରୀ ଥାନା କାଳିଆ ପାଲ ନିକଟ ରୁ ପୋଲିସ ପରିଚୟ ଦେଇ ଚୋରି କରୁଥିବା ବେଳେ ଲୋକଙ୍କ ହାତ ରେ ଧରାପଡ଼ି ପେlଲିସ ଦ୍ୱାରା ଗିରଫ ଜଣେ ବ୍ୟକ୍ତି ଗିରଫ ହୋଇଥିବା ନେଇ ସୂଚନା l ନିତ୍ୟାନନ୍ଦ ସିଂ ନାମକ ଏକ ବ୍ୟକ୍ତି ନିଜକୁ ପୋଲିସ୍ ର ପରିଚୟ ଦେଇ ଚୋରି କରୁଥିବା ବେଳେ ତାକୁ ଲୋକେ କାବୁ କରି ପୋଲିସ୍ କୁ ହସ୍ତାନ୍ତର କରି ଥିବା ବେଳେ ତେବେ ତାର ଅନ୍ୟ ଜଣେ ସହଯୋଗୀ ସୁଯେlଗ ପାଇ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହେଇଛି l ସୂଚନା ଅନୁଯାୟୀ ନିତ୍ୟାନନ୍ଦ ସିଂ ଆଜି ତାର ଅନ୍ୟ ଜଣେ ସହଯୋଗୀ ସହିତ ଏକ ଘରୋଇ ଗାଡ଼ିରୁ ପେlଲିସ ପରିଚୟ ଦେଇ ବ୍ୟାଟେରୀ ଚେlରି କରୁଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖି ପେlଲିସ କୁ ଖବର ଦେଇ ଥିଲେ ପେlଲିସ ଘଟଣା ସ୍ଥଳରେ ପହଂଚି ତାକୁ ଗିରଫ କରିବା ସହ ଗାଡିଟିକୁ ଜବତ କରି ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରିରହିଥିବା ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
, କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


