ଇକିୟୁନକସ ଜିମରେ ରକ୍ତଦାନ ଶିବିର
କଟକ କଲେଜ ଛକରେ ଅବସ୍ତିତ ଇକିୟୁନକସ ଜିମରେ ରକ୍ତଦାନ ଶିବିର ଆଜି ଉଦଘାଟିତ ହୋଇଯାଇଛି, ଏହି ଅବସ୍ତିତରେ ଜିମ୍ ର ପ୍ରୋପାଇଟର ସୁରଟ ଶେଖର ନିଜେ ରକ୍ତ ଦେବା ସହ ଜିମ୍ ର ଅନ୍ୟ ସହଯୋଗୀ ମାନଙ୍କୁ ରକ୍ତଦାନ କରିବାକୁ କହିଥିଲେ, ପ୍ରତେକ ବର୍ଷ ଗ୍ରୀଷ୍ମ ରୁତୁ ଆରମ୍ଭ ପୂର୍ବରୁ ରକ୍ତଦାନ ଶିବିର ଅନୁଷ୍ଠିତ କରିଥାନ୍ତି, ସାଧାରଣତ ଗ୍ରୀଷ୍ମ ରୁତୁରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ ,ଏହି ସଙ୍କଟକୁ ଦୂର କରିବା ପାଇଁ ମୂଳ ଲକ୍ଷ ବୋଲି ପ୍ରୋପାଇଟର ସୁରଟ ଶେଖର କହିଥିଲେ, ରକ୍ତଦାନ ଏକ ମହତ୍ ଦାନ, ଏହାକୁ ନଢରି ଅନ୍ୟର ଜୀବନ ବଞ୍ଚlନତୁ ,ସୂଚନା ମୁତlବକ୍ ଏବେ ସୁଧା 70 ରୁ 80 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଆଶା ଅଛି 200 ରୁ 300 ୟୁନିଟ୍ ରକ୍ତ ସଂଗ୍ରହ ହେବ ବୋଲି ଜିମ୍ ର ପ୍ରୋପାଇଟର କହିଛନ୍ତି,