କୋରାପୁଟର ସାଉଥ ସୁପରଷ୍ଟାର ମହେଶ ବାବୁ, ଚାଲିଛି ଫିଲ୍ମ ସୁଟିଂ
କୋରାପୁଟର ଚାଲିଛି ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ସୁଟିଂ । ମିଳିଥିବା ସୂଚନା ଅନୁସାରେ, ପ୍ରସିଦ୍ଧ ଫିଲ୍ମ ନର୍ମାତା ତଥା ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ କୋରାପୁଟରେ ଚାଲିଛି । କୋରାପୁଟର ତାଲାମାଳିରେ ମହେଶ ବାବୁଙ୍କୁ ଏକ ଆକ୍ସନ ଦୃଶ୍ୟ ସୁଟ କରୁଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ସୁପରଷ୍ଟାରଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ମଧ୍ୟ ଦେଖିବା ପାଇଁ ମିଳିଛି ।
କୋରାପୁଟ ଅନେକ ସ୍ଥାନରେ ଫିଲ୍ମ ଏସଏସଏମବି-୨୯ର ସୁଟିଂ ଆରମ୍ଭ ହୋଇଯାଇଛି । ସେହିପରି ଶୁଟିଂ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଆଗକୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏକ ସିନର ସୁଟିଂ ପାଇଁ ଏଠାରେ ପହଞ୍ଚି ପାରନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସୁପରହିଟ୍ ଫିଲ୍ମ ପୁଷ୍ପାର ମଧ୍ୟ ଅନେତ ସିନ୍ କୋରାପୁଟରେ ଶୁଟ୍ ହୋଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)