ସମ୍ପତି ଲୋଭରେ ରକ୍ତ ସମ୍ପର୍କରେ ଫାଟ,ମହିଳା ହେଲେ ଥାନାର ଦ୍ଵାରସ୍ତ

ଭଞ୍ଜନଗର ଅଞ୍ଚଳରର କେ. ମାଧବ ରାଓ ଜଣେ ସମାଜ ସେବକ, ମୁଖ୍ୟ ରାସ୍ତାରେ ଥିବା ମାଧବ ଜୁଲେରୀ ସମ୍ମାନିତ ବ୍ୟବସାୟୀ ଥିଲେ। ଭଞ୍ଜନଗର ମୁଖ୍ୟ ରାସ୍ତାରେ ତାଙ୍କର ଏକ ଅଳଙ୍କାର ଦୋକାନ ରହିଥିଲା।କେ. ମାଧବ ରାଓ ସ୍ତ୍ରୀ ହେଉଛନ୍ତି ବିଶ୍ବଜିତା ସୁବୁଧି। କିଛି ସ୍ୱାସ୍ଥ୍ୟ ଗତ କାରଣ ଯୋଗୁ ଗତ ।କିଛି ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଗତ 21 ଫେବୃଆର ରେ କେ, ମାଧବ ରାଓ ସୁବୁଧି ଙ୍କ ମୃତ୍ୟୁ ହୋଇଥିଲା।ମୃତ ପରେ କେ, ମାଧବ ରାଓଙ୍କ ଭାଇ ଜଗଦୀଶ ସୁବୁଦ୍ଧି ତାଙ୍କ ସ୍ତ୍ରୀ ନମିତା, ପୁତ୍ର ମନୀଷ କୁମାର, ପ୍ରତିଶ,ମାଧବ ରାଓଙ୍କ ଅନ୍ୟ ଜଣେ ଭାଇ ସଂଜୀବ ସୁବୁଦ୍ଧି ସ୍ତ୍ରୀ ଅନୁରାଧା,ମାଧବ ରାଓଙ୍କଅନ୍ୟ ଜଣେ ଭାଇ ଭେଙ୍କେଟ ସୁବୁଦ୍ଧି,ମାଧବ ରାଓଙ୍କ ଭଉଣୀ ସୁଜାତା ଓ ଶ୍ରୀଲତା ତାଙ୍କ ମୃତ୍ୟୁର ତିନି ଦିନ ମଧ୍ୟରେ, ଭାଇମାନେ ତାଙ୍କ ସମ୍ପତ୍ତି ଉପରେ ଦାବି କରିବା ଆରମ୍ଭ କରିଥିଲେ।, ବ୍ୟାଙ୍କ ବିବରଣା, ସୁନା ଅଳଙ୍କାର ଏବଂ ସମ୍ପତ୍ତାର କାଗଜପତ୍ର ହସ୍ତାନ୍ତର କରିବାକୁ ଚାପ ଦିଆଯାଇଥିଲାଯେତେବେଳେ ସେମାନେ ପ୍ରତିରୋଧ କଲେ, ଶାରୀରିକ ହିଂସା ଆରମ୍ଭ ହୋଇଥିଲା।ବିଶ୍ବଜିତାନିଜ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ବାଲୁଗାଁ ଅଞ୍ଚଳରେ ନିଜ ବାପାଙ୍କ ଘରେ ରହୁଥିଲେ।ବାପା ଘରେ ରହୁଥିବା ସମୟରେ ବିଶ୍ବଜିତା ଏକ ସିସି ଟିଭି ଫୁଟେଜ ପାଇଥିଲେ। ଯେଉଁଥିରେ ପ୍ରୀତିଶ ସୁବୁଦ୍ଧି (ସୋନୁ)ଜଗଦୀଶ ସୁବୁଦ୍ଧିଙ୍କ ପୁଅ, ଭାଙ୍ଗି ପଶି ଆସିଥିଲେ। ଏକ PCR ଭ୍ୟାନ୍ ସାମ୍ନା କରିବା ପୁର୍ବରୁ ସେ ମୂଲ୍ୟବାନ ଡକ୍ୟୁମେଣ୍ଟ, ନଗଦ ଏବଂ ସମ୍ପରି ଚୋରି କରୁଥିବା ବେଳେ ଧରା ପଡିଥିବା ବେଳେ ଜଣେ ସନ୍ଧିଗ ବ୍ୟକ୍ତି ଫେରାର ରହିଛନ୍ତି । ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।ସଠିକ ତଦନ୍ତ କରି ବିଶ୍ବଜିତାକୁ ପୋଲିସ ନ୍ୟାୟ ଦେବ ବୋଲି ଆଶା କରିଛନ୍ତି