ପରିକ୍ଷିତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ___ ନମୈଜାର ବେତ୍ତା ଗ୍ରାମର ବିଶିଷ୍ଟ ସମାଜସେବୀ,ଧର୍ମ ପାରାୟଣ ବ୍ୟକ୍ତି, ସରଳ ନିଷ୍କପଟ ଓ ମିଷ୍ଟଭାଷୀ ପରିକ୍ଷିତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି।ଏଥିରେ ପରିବାରର ସମସ୍ତ ସଦସ୍ୟ ମାନେ ଯୋଗ ଦେବା ସହିତ ସମାଜସେବୀ ନିଳାଦ୍ରୀ ଭୁଷଣ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ଓ ଧନେଶ୍ଵର ରାଉତ,ସନ୍ନିଭା ଦାଶ ଓ ଆଦିକନ୍ଦ ନାୟକ ଓ ଯଶୋବନ୍ତ ନାୟକ ପ୍ରମୁଖ ଯୋଗଦେଇ ଥିଲେ ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

/ March 25, 2025
No Comments