::ଶାନ୍ତି ତପୋବନ ଆଶ୍ରମ ରେ ବସନ୍ତ ମିଳନ ଓ ଫାଳଗୁଣ ମହୋତ୍ସବ ପାଳିତ ::
ବରଗଡ:୧୩/୩/୨୦୨୫ଗୁରୁବାର (ପବିତ୍ର ମେହେର )
ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ପରିଚାଳିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ, ଚକରକେନ୍ଦ ଛକ, ଠାରେ ବସନ୍ତ ମିଳନ ଓ ଫାଳଗୁଣ ମହୋତ୍ସବ ସନ୍ଧ୍ୟା 7 ଘ: ସମୟରେ ଶ୍ରୀ ଦେବଦତ୍ତ ତ୍ରିପାଠୀ ସମ୍ପାଦକ ସଂଯୁକ୍ତ ଯୁବ ସଂଗଠନ ଓ ମୁଖ୍ୟ ଶାନ୍ତି ତପୋବନ ଆଶ୍ରମ ଅଗ୍ନି ଦେବଙ୍କୁ ପୂଜାର୍ଚନା ପୂର୍ବକ ଅଗ୍ନି ସଂଯୋଗ କରିଥିଲେ ଓ ହୋଲିକା ଦହନ ହୋଇ ଉତ୍ସବକୁ ଉତଘାଟନ କରିଥିଲେ l

/ March 23, 2025
No Comments