ପବିତ୍ର ଦୋଳପୂର୍ଣ୍ଣିମା ରେ ରାଧାବଲ୍ଲଭ ସହର ପରିକ୍ରମା କରିବାସହ ଅଞ୍ଚଳରେ ହୋଲି ଉତ୍ସବ ପାଳନ
ଦଳୀୟ ଓ ବିରୋଧୀ ଏକା ସାଙ୍ଗରେ ଅଛନ୍ତି, ଲୁଚିବାକୁ ଚେଷ୍ଟା କରୁଥିଲେ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ଦୋଳ ପୂର୍ଣ୍ଣିମା ଅବସରରେ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର କିରିବୁରୁଛଜ ସ୍ଥିତ ରାଧାକ୍ରୁଷ୍ଣ ମନ୍ଦିରର ପ୍ରାଙ୍ଗଣରୁ ରାଧା ବର୍ଲ୍ଲଭ ଙ୍କୁ ନେଇ ଏକ ସୁସଜ୍ଜିତ ରଥରେ ନାମ ସଙ୍କୀର୍ତ୍ତନ ସହ ଅଞ୍ଚଳରେ ପରିକ୍ରମା କରିଥିଲେ। ଏବଂ ବଡ଼ବିଲ ପୌରାଞ୍ଚଳ ରେ ସମୂହ ଭାବେ ହୋଲି ଉତ୍ସବ୍ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା, ଏହି ପରିପ୍ରେକ୍ଷୀରେ ସମସ୍ତେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପରସ୍ପରକୁ ଅଭିର ଲଗାଇ ମିଠା ଖୁଆଇ ଏହି ହର୍ଷ ଉଲ୍ଲାସ ରଙ୍ଗର ପର୍ବକୁ ଉତ୍ସାହର ସହ ପାଳନ କରୁଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।