ନାମ ଜଜ୍ଞପାଇଁ ଶୁଭଖମ୍ବ ସ୍ଥାପନ ଓ ଅଙ୍କୁରରୋପଣ କାର୍ଯକ୍ରମ

କଳାହାଣ୍ଡି … ଜୁନାଗଡ ବ୍ଲକ ଅନ୍ତର୍ଗତ, ମହିଭର ଗ୍ରାମରେ ଆଜି, ଚବିଶ ପ୍ରହର ନାମଜଜ୍ଞ ପାଇଁ ସୁଭଖମ୍ବ ସ୍ଥାପନ ଓ ଅଙ୍କୁର ରୋପଣ କାର୍ଯକ୍ରମ ପାଇଁ ଜଜ୍ଞକତ୍ତା ଶ୍ରୀ ଜିତେନ୍ଦ୍ର ପାତ୍ର ଓ ତାଙ୍କର ସହଧର୍ମିଣି ଇତିଶ୍ରୀ ପାତ୍ର,ବାଶଭଵନକୁ ଜାଇ, ଗ୍ରାମ ର ଶତାଧିକ ମହିଲାଓ ପୁରୁଷ , ଶଙ୍ଖ, ଘଣ୍ଟ ଓ ସଙ୍କିର୍ତନ୍ ଦଳ ସହିତ ଜାଇ ବନ୍ଦାପନା କରି ଜଜ୍ଞ ସ୍ଥଲକୁ ପାଛୋଟି ଆଣିଥିଲେ ପୁର୍ଜାଚନା କରିବାପାଇଁ,ପୁଜକ ଶ୍ରୀ ସୁନିଲ ପଣ୍ଡା ଜଜ୍ଞର ରିତି ନିତି ହିସାବରେ, ପୁର୍ଜାଚନା କରି ଶୁଭଖମ୍ବ ଓ ଅଙ୍କୁରରୋପଣ ନିର୍ଘଣ୍ଟ ସମୟରେ କରିଥିଲେ,ଏଥିରେ ଗ୍ରାମ ର ଶତାଧିକ ମହିଲାଓ ପୁରୁଷ ଯୋଗଦେଇ ଥିବାବେଳେ,ପିଲିକିଆ ଜିପିର ଶରପଞ୍ଚ ପ୍ରତିନିଧି ଶ୍ରୀ ନିରଞ୍ଜନ ସୁନାନୀ,ନାଏବ ସରପଞ୍ଚ ଶ୍ରୀରାହାସ ନାଏକ, ଝାଙ୍କର ପବିତ୍ର ଗୁରୁ,ଘେନୁପ୍ରଶାଦ ଗୁରୁ,ବିଶ୍ବନାଥ ନାଏକ, ସାମ୍ବାଦିକ ଶ୍ରୀବାଲେଶ୍ଵର ସୁନାନୀ,ବସନ୍ତ ଗହିର,ଦେବିପ୍ରସାଦ ନାଏକ,ବିଦ୍ୟାଧର ଗୁରୁ,ରାଜକିଶୋର ଗୁରୁ,ସତ୍ୟନାରାୟଣ ନାଏକ,ଦାମ୍ବୋଦର ନାଏକ, ହରିଶ୍ଚନ୍ଦ୍ର ନାଏକ, ନୀଳକଣ୍ଠ ଗୁରୁ, ଅଚ୍ୟୁତ ନାଏକ,ସହଜୋଗ କରିଥିଲେ, ସ୍କୁଲ ଛାତ୍ରଛାତ୍ରୀ ମାନେ ନାମ ସଙ୍କୀର୍ତ୍ତନ କରିଥିଲେ, ତିରିଶି ବର୍ଷପରେ ପ୍ରହରିନାମଯଜ୍ଞ ହେଉଥିବାରୁ ଲୋକେ ବହୁତ ଖୁଶି ହୋଇଥିଲେ,ଜୁନାଗଡ ରୁ ବାଲେଶ୍ବର ସୁନାମୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଓଜ।
