କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଜୋୟମାଲ ମାଲ୍ୟା ବାଗ୍ଚୀଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥପାଠ କରାଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ସମସ୍ତ ବିଚାରପତି ଗଣ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟରେ ୩୪ଟି ଅନୁମୋଦିତ ବିଚାରପତି ପଦବୀ ରହିଥିବାବେଳେ ଜଷ୍ଟିସ ବାଗ୍ଚୀଙ୍କ ନିଯୁକ୍ତି ପରେ ଏହି ସଂଖ୍ୟା ୩୩ରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଜଷ୍ଟିସ ଜୋୟମାଲ୍ୟା ବାଗ୍ଚୀ ୬ବର୍ଷରୁ ଅଧିକ ସମୟ ସର୍ବୋଚ୍ଚ ନ୍ୟାୟାଳୟରେ କାର୍ଯ୍ୟ ดิฉ ଏବଂ ଆଗାମୀ ଦିନରେ ସେ ଭାରତର ପ୍ରଧାନ ବିଚାରପତି ଭାବରେ ମଧ୍ୟ ଦାୟି ଦାୟିତ୍ବ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।