ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଲିମ ସେର ଗ୍ରାମରେ ଦେଖିବାକୁ ମିଳିଥିଲା ।ଗୋଲାମୁଣ୍ଡା/୧୯/୩/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଲୀମସେର ଗ୍ରାମରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଆହୋଜନ ହୋଇ ଯାଇଛି, ଏହି ଯଜ୍ଞ ଉପଲକ୍ଷେ ଗତ ୬/୩/୨୫ତାରିଖ ଗୁରୁବାର ଦିନ ଶୁଭ ଖମ୍ବ ସ୍ଥାପନ ହୋଇ ଥିବା ବେଳେ ୧୭/୩/୨୫ତାରିଖ ସୋମବାର ଦିନ ଅପରାହ୍ନ ୫ଘଣ୍ଟା ୧୫ମିନିଟରେ କଳସ ଯାତ୍ରା ଓ ୧୮/୩/୨୫ତାରିଖ ମଙ୍ଗଳ ବାର ସକାଳ ୭ଘଣ୍ଟା ୫ମିନିଟ୍ ରୁ ନାମ ଯଜ୍ଞ ଆରମ୍ଭ ହୋଇ ୨୦/୩/୨୫/ଗୁରୁବାର ଦିନ ନାମ ସମାପନ ହେବ ବୋଲି ସୂଚନାରୁ ଜଣାପଡିଛି,ଏହି ପରିପ୍ରେକ୍ଷୀରେଶ୍ରୀ ଶ୍ରୀ ରାଧା କୃଷ୍ଣ ମହା ପ୍ରଭୁଙ୍କ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ରେ ଦର୍ଶନ କରିବା ପାଇଁ ମହିଳା ଓ ପୁରୁଷ ମାନେ ହଜାର ହଜାର ସଂଖ୍ୟାରେ ଶ୍ରାଦଳୁ ଭକ୍ତ ଯୋଗ ଦେଇ ଥିବା ବେଳେ ସଂକ୍ରିତନ ମଣ୍ଡଳୀ ମାନେ ବହୁ ଦୁରଦୁରାନ୍ତର ରୁ ଆସି ଭଗବାନ ଙ୍କ ହରେକୃଷ୍ଟ ହରେ ରାମ ନାମ ଧାରଣ କରି ନିଜ ନିଜର ରଣକୌଶଳ ଦେଖାଇ ଥିବା ଦୃଶ୍ୟ ଦେଖିବାରୁ ଦର୍ଶକ ମାନେ ଅତି ଆନନ୍ଦ ଓ ମନ ମୁଗ୍ଧ ହୋଇଥିଲେ , ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ଙ୍କୁ ନିମନ୍ତ୍ରଣ ଜଣାଇ ଥିବାରୁ ସଂଘ ପକ୍ଷରୁ କମିଟି ବୃନ୍ଦ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିଲେ।କଳାହାଣ୍ଡି ରୁ କପୁରଚନ ସେଠିଆଙ୍କ ରିପୋର୍ଟ, ଜାଗ୍ରତ ଭାରତ ନିଉଜ୍