ଭୂବନେଶ୍ୱର, ୨୫/୦୩ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୋରଡା- ଖୋର୍ଦ୍ଧା ମ୍ୟୁନିସିପାଲଟି ଅଫିସରେ କାର୍ଯ୍ୟରତ ଏକଜ୍ୟୁକିଟିଭ ଅଫିସର ସୂର୍ଯ୍ୟ ମଣୀ ପାଟ୍ଟଯୋଶୀଙ୍କ ଘରେ ରେଡ୍ ହୋଇଛି । ସୋରଡା ସ୍ଥିତ ତିନୋଟି ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । କଟକରୁ ଆସିଥିବା ଭିଜିଲାନ ଟିମ୍ ରେଡ୍ ଜାରି ରଖିଛନ୍ତି ।